ରାଜ୍ୟ

ପ୍ରଥମେ ଆକ୍ରମଣ ଓ ପରେ ବେକରୁ ନେଇଗଲେ ସୁନାଚେନ୍‌‌ – Ibnodisha

[ad_1]

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିଲେ । ସେହି ସମୟରେ ୪ରୁ ୫ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ତାଙ୍କଠାରୁ ୫ ହଜାର ଟଙ୍କା ସହ ସୁନାଚେନ୍‌‌କୁ ଲୁଟ କରିଥିଲେ । ଏହି ଆକ୍ରମଣରେ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା । ଏନେଇ ଦୁର୍ବୁତ୍ତଙ୍କ ବିରୋଧରେ ଧନୁପାଲି ଥାନାରେ ଅଭିଯୋଗ କରାଯାଇଛି । ତୁରନ୍ତ ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button