ରାଜ୍ୟ

ବଢିଲା କର୍ପୋରେଟରଙ୍କ ମିଟିଂ ଭତ୍ତା – Ibnodisha

[ad_1]

ଭୁବନେଶ୍ୱର : ବିଏମ୍‌ସି କର୍ପୋରେଟରଙ୍କ ମିଟିଂ ଭତ୍ତା ବୃଦ୍ଧି । କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି । କର୍ପୋରେସନ ମିଟିଂ ପିଛା କର୍ପୋରେଟରଙ୍କୁ ୧୦ ହଜାର ଟଙ୍କା ମିଳିବ । ମେୟର ୫୦ ହଜାର, ଡେପୁଟି ମେୟର ୨୫ ହଜାର ପାଇବେ । ସୂଚନା ଦେଲେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି;  ସ୍ଵାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ୪,୦୦୦ରୁ ୬,୫୦୦ ଟଙ୍କାକୁ ବୃଦ୍ଧି

The post ବଢିଲା କର୍ପୋରେଟରଙ୍କ ମିଟିଂ ଭତ୍ତା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button