ରାଜ୍ୟ

ଭାଲୁ ଆକ୍ରମଣ ବ୍ୟକ୍ତିଙ୍କ ମୃତ୍ୟୁ – Ibnodisha

[ad_1]

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଲା କୋକସରା ଥାନା ବରlଡ଼ଙ୍ଗା ପଞ୍ଚାୟତ ତେତେଲ ପଡ଼ା ଗ୍ରାମର କୋମଳ ଲୋଚନ ହରିଜନ ବୟସ 46 ଜ ଘର ପାଖ ଖେତ ଜମି କୁ ଶୌଚ ପାଇଁ ଯାଇଥିବା ସମୟରେ ଜଂଗଲୀ ଭାଲୁ ଆକ୍ରମଣ ରେ ଗୁରୁତର ହୋଇଥିଲେ। ଗୁରୁତର ବ୍ୟକ୍ତି ଙ୍କୁ ପ୍ରଥମେ କୋକସରା ସ୍ଵାସ୍ଥ୍ୟ କେନ୍ଦ୍ର,ପରେ ଭବାନୀପାଟଣା ରୁ ବୁର୍ଲା ସ୍ଥାନ ତରିତ କରିଥିଲେ ।

କିନ୍ତୁ ବୁର୍ଲା ହସ୍ପିଟାଲ ରେ ମୃତୁ ହୋଇଥିଲା। ଜଙ୍ଗଲ ବିଭାଗ ର ଅପାରଗତା ଯୋଗୁ ବାରମ୍ବାର ଦିନ ଦି ପହରେ ମଧ୍ୟ ବନ୍ୟା ଜନ୍ତୁ ଗ୍ରାମ ଅଭିମୁଖେ ଆସୁଥିବା ଏବଂ ନିରୀହ ଜୀବନ ଅକାଳରେ ଚାଲି ଯାଉଛି। ପରିବାର ସର୍ବସ୍ବାନ୍ତ ହେଇ ଯାଉଛି।ମୃତକ ଙ୍କ କେବଳ ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ମୃତୁ ପରେ ପରିବାର ପୋଷଣ ଚିନ୍ତାରେ ମୃତକ ପରିବାର ଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ କରିବାରେ ସାଧାରଣ ରେ ଦାବି।ଆଉ ଦେଖି ବାକୁ ବାକି ରହିଲା
ଫୋରେଷ୍ଟର କିଭଳି ପଦକ୍ଷେପ ନେଉଛି

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button