IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ, ବାତ, ପିତ, କଫ, ଶିର ବ୍ଳକେଜ ଓ ଆଁଠୁଗଣ୍ଠି ବିନ୍ଧା ଭଳି 300 ରୋଗ ଜୀବନ ଥିବା ପର୍ଯ୍ୟନ୍ତ ହେବ ନାହିଁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବାତ, ପୀତ, କଫ ଜନିତ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ସକାଳୁ ଏହାକୁ ଖାଲି ପେଟରେ ସେବନ କରିବାକୁ ହେବ । ଯଦି ଆପଣ ଏହାର ଏହିପରି ସେବନ କରିବେ ତେବେ ଜୀବନରେ କେବେ ଶୀର ବ୍ଲକେଜ, ଆଁଠୁ ଗଣ୍ଠି ବିନ୍ଧା ଭଳି ସମସ୍ଯା ହେବ ନାହି ।

ଆପଣଙ୍କ ହାଡ ଶକ୍ତିଶାଳୀ ହେବା ସହ 300 ପ୍ରକାରର ରୋଗ ହେବ ନାହି । ଶରୀରର ଇମ୍ୟୁନିଟି ସିଷ୍ଟମ ବଢିବାରେ ଲାଗିବ । ଏହି ରେମେଡି ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ କରିବ, ଡାଇବେଟିସ କଣ୍ଟ୍ରୋଲ ରଖିବ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଜୀରା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଜୀରା ର ଫାଇଦା ବିଷୟରେ ଅନେକ ଲୋକ ଜାଣିଥିଏ ।

ଜୀରା ଆପଣଙ୍କ ପେଟ ଜନିତ ରୋଗ ପାଇଁ ଏକ ପ୍ରାକୃତିକ ରୋଗ ଅଟେ । ରକ୍ତ ଅଭାବ, ପାଚନ କ୍ରିୟା ଶକ୍ତିଶାଳୀ କରିବା, ମୋଟାପଣ ଦୂର ହୋଇଥାଏ ଜୀରା ର ସେବନ ଦ୍ଵାରା । ଏଥିପାଇଁ ଅଧ ଚାମଚ ଜୀରା ନିଅନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଧନିଆ ଯାହା ମୋଟାପଣ ସମସ୍ଯା ଦୂର କରିବା ପାଇଁ ରାମବାଣ ସଦୃଶ ଅଟେ । ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ଅଧ ଚାମଚ ଧନିଆ ଏଥିପାଇଁ ନିଅନ୍ତୁ ।

ତୃତୀୟ ସାମଗ୍ରୀ ହେଉଛି ଅଧ ଚାମଚ ପାନମଧୁରୀ ଯାହା ରକ୍ତ ସଫା ରଖିବା ସହ ଆଖିର ଆଲୋକ ବଢାଇଥାଏ । ଏହି 3ଟି ସାମଗ୍ରୀ ରୁ ଅଧା ଅଧା ଚାମଚ ନିଅନ୍ତୁ । ଏବେ ଏହି 3ଟି ସାମଗ୍ରୀ ରାତି ସାରା ପାଣିରେ ଭିଯାଇ ରଖନ୍ତୁ । ସକାଳୁ ଆପଣ ଏହି ପାଣିକୁ ଏକ ପାତ୍ରକୁ ଢାଳି ନିଅନ୍ତୁ । ତା ପରେ ଏହି ପାଣିକୁ ଗ୍ଯାସରେ ବସାଇ ଭଲ ଭାବେ ଫୁଟାନ୍ତୁ । 5ରୁ 7 ମିନିଟ ଯାଏଁ ଏହି ପାଣି କୁ ଭଲ ଭାବେ ଫୁଟାନ୍ତୁ ।

ଏହାକୁ ଏକ ଅନ୍ୟ ଏକ ପାତ୍ର ରେ ଛାଣି ଦିଅନ୍ତୁ । ଯଦି ଆପଣ ଏହାକୁ ଛାଣୁଛନ୍ତି ତେବେ ବଞ୍ଚି ଯାଇଥିବା ସାମଗ୍ରୀ କୁ ଆପଣ ଚୋବାଇ ଖାଇ ପାରିବେ । ତା ପରେ ଆପଣ ଏହାକୁ ଛାଣି ବା ନ ଛାଣି ସେବନ କରି ପାରିବେ । ଆପଣ ନିଜର ସ୍ଵାଦ ପାଇଁ ଏଥିରେ ମହୁ ର ସେବନ କରି ପାରିବେ । ଯଦି ଆପଣଙ୍କୁ ଡାଇବେଟିସ ଭଳି ସମସ୍ଯା ଅଛି ତେବେ ମହୁ ର ସେବା କରନ୍ତୁ ନାହି ।

ସବୁଠାରୁ ବେଷ୍ଟ ହେବ ଆପଣ ଏହାକୁ ନ ଛାଣି ଏହାର ସେବନ କରନ୍ତୁ । ସକାଳୁ ଚାହା ପିଇବା ଭଳି ଉଷୁମ ଉଷୁମ ଆପଣ ଏହାର ସେବନ କରନ୍ତୁ । ଏହାର  ସେବନ କରିବା ମାତ୍ରେ ପେଟ ଜନିତ ସମସ୍ଯା ଦୂର ହେବ । ପାଚନ କ୍ରିୟା ଶକ୍ତିଶାଳୀ ହେବା ସହ ପେଟ ସଫା ରହିବ । ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button