IBN ଓଡ଼ିଶା ବ୍ୟୁରୋ

ଆଜି ହେଉଛି ଶନି ଚଳନ, ଆଗାମୀ ଅଢେଇ ବର୍ଷ ଯାଏଁ ଏହି 4 ରାଶି ଉପରେ ହେବ ଖାଲି ଧନବର୍ଷା, ଆପଣଙ୍କ ରାଶି ନାହିଁ ତ ?

ବନ୍ଧୁଗଣ ଦୀର୍ଘ 30 ବର୍ଷ ପରେ 2023 ବର୍ଷରେ ଗ୍ରହ ନକ୍ଷତ୍ର ର ସଂଯୋଗରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଜାନୁଆରୀ 17 ଠାରୁ ଶନିଦେବ ମକର ରାଶିରୁ ବାହାରି ମକର ରାଶିରେ ଗୋଚର କରିସାରିଛନ୍ତି । ତଥା ଶନିଦେବ କୁମ୍ଭ ରାଶିକୁ 30 ବର୍ଷ ପରେ ଗୋଚର କରିବେ । ଶନିଦେବଙ୍କର ଏହି ବର୍ଷର ଗୋଚର ଅତ୍ୟନ୍ତ ପ୍ରଭାବଶାଳୀ ରହିବ । ଶନିଦେବ କୁମ୍ଭ ରାଶିରେ ଅଢେଇ ବର୍ଷ ଯାଏଁ ରହିବେ ।

ଯାହା ଦ୍ଵାରା କିଛି ରାଶିର ଜୀବନରେ ଉଚ୍ଚ ନିଚ୍ଚର ସ୍ଥିତି ନେଇକି ଆସିବ । ଆଉ କିଛି ରାଶିଙ୍କର ଜୀବନ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ବୃଷ ରାଶି : ଶନିଦେବ ଆପଣଙ୍କ ରାଶିରେ ଦଶମ ଘରକୁ ଗୋଚର କରିବେ ଯାହା କର୍ମର ଘର ହୋଇଥାଏ । ଶନିଦେବ ଯେବେ କୁମ୍ଭ ରାଶିରେ ଦଶମ ଭାବରେ ଗୋଚର କରିବେ ନୁତମ କର୍ମ ମିଳିପାରେ ।

ଚାକିରି ବ୍ୟବସାୟରେ ଉନ୍ନତି ହୋଇପାରେ । ପ୍ରମୋସନ ଯୋଗ ଅଛି । ଯେଉଁ ମାନେ ବେକାରି ଥିଲେ ସେମାନଙ୍କୁ ନୂତନ ଚାକିରି ପାଇବେ । ମାତାଙ୍କ ସ୍ଵାସ୍ଥ୍ୟକୁ ନେଇ ସାମାନ୍ଯ ଚିନ୍ତିତ ରହିବେ ।

ତୁଳା ରାଶି : ଆପଣଙ୍କର ପଞ୍ଚମ ଭାବେ ଶନିଦେବ 30 ବର୍ଷ ପରେ ଗୋଚର କରିବେ । ସନ୍ତାନ ସୁଖ ଅବଶ୍ୟ ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ଉଚ୍ଚ ସଫଳତା ପାଇବେ । ଯେଉଁ ମାନେ ହାୟର ଏଜୁକେସନ କରିବାକୁ ଚାହୁଁଥିଲେ ସମୟ ଭଲ ରହିବ । ପ୍ରେମ ଜୀବନରେ ସଫଳତା ପାଇବେ । ନୂଆ ପାର୍ଟନର ମିଳିପାରନ୍ତି । ଦୀର୍ଘ ଦିନରୁ ବିବାହ ନ ହେଉଥିଲେ ବିବାହର ସମ୍ଭାବନା ଅଛି । ଆପଣଙ୍କର ଆୟରେ ବୃଦ୍ଧି ଘଟିବ । କିଛି ଇଚ୍ଛା ପୁରଣ ହେବ । ଧନ ଲାଭ ହେବ ।

ଧନୁ ରାଶି : ଧନୁ ରାଶିର ସାଢେଷାତି ସମାପ୍ତ ହେବ । ତୃତୀୟ ଘରେ ଶନିଦେବ 30 ବର୍ଷ ପରେ ଗୋଚର କରିବେ । ଘର ପରିବାରରେ କେଉଁ ସମସ୍ଯା ଚାଲିଥିଲା ତାହା ଦୂର ହେବ । ଆପଣଙ୍କର ଅଧା ରହିଥିବା କାମ ପୂର୍ଣ୍ଣ ହେବ । କ୍ଯାରିୟରରେ ଉଚ୍ଚ ସ୍ଥାନକୁ ଯିବେ । ଦାଂପତ୍ଯ ଜୀବନ ସୁଖମୟ ହେବ । ପୂର୍ବରୁ ଆପଣଙ୍କର ଟଙ୍କା ପଇସାକୁ ନେଇ ଯାହା ସମସ୍ଯା ଥିଲା ତାହା ଦୂର ହେବ । ବ୍ୟାପାର କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । ଭାଗ୍ୟ ବଳରେ ସଫଳତା ହାସଲ କରିବେ ।

କୁମ୍ଭ ରାଶି : ଆପଣଙ୍କ ରାଶିରେ ଶନିଦେବ ପ୍ରଥମ ଘରେ ବସି ରାଜଯୋଗ ବନାଇବେ । ବ୍ୟାପାର କରିବାକୁ ଚାହୁଁଛନ୍ତି ଶୁଭ ରହିବ । ରାଜଯୋଗ କାରଣରୁ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ । ଚାକିରି ମିଳିବାର ସମ୍ଭାବନା ଅଛି । ଆପଣଙ୍କୁ ନୂତନ ଗୃହ, ଜମି, ବାହନ ସୁଖ ପ୍ରାପ୍ତ ହେବ । ଆପଣଙ୍କର ସମାଜରେ ମାନ ସମାନ ବଢିବ । ସନ୍ତାନ ସୁଖର ଯୋଗ ଅଛି । ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସଫଳ ହେବେ । ଧନର ଅଭାବ ରହିବ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button