ରାଜନୀତି

 ଚାଟୁକରଙ୍କ ତାଲିକା ଦେବୁ : ବିଜୟ – Ibnodisha

[ad_1]

ଭୁବନେଶ୍ୱର : ଚାଟୁକାର ସରକାରୀ କର୍ମଚାରୀଙ୍କ ତାଲିକା କରୁଛୁ କହିଲେ ବିଜୟ ପଟ୍ଟନାୟକ । ଏଭଳି କର୍ମଚାରୀଙ୍କ ତାଲିକା କରି ନିର୍ବାଚନ କମିଶନଙ୍କୁ ଦେବୁ କହିଲେ । କିଛି ମୁଷ୍ଟିମେୟ ଅଧିକାରୀ ଶାସକ ଦଳର ଦଳୀୟ କାମ କରୁଛନ୍ତି । ଶାସକ ଦଳର କାମ କରୁଥିବା କର୍ମଚାରୀ ଆମ ନଜରରେ ଅଛନ୍ତି । ସେମାନଙ୍କ ତାଲିକା କରୁଛୁ, ନିର୍ବାଚନ କମିଶନରଙ୍କ ପାଖରେ ଦେବୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button