ରାଜ୍ୟ

ରାଜ୍ୟରେ ଆଉ ୩୪ ନୂଆ ଏନଏସି ଗଠନ ନିଷ୍ପତ୍ତି – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ଆଉ ୩୪ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ନିଷ୍ପତ୍ତି । ୫ ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନତୀ କରାଯିବାକୁ ନିଷ୍ପତ୍ତି । ବୌଦ୍ଧଗଡ, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ମ୍ୟୁନିସିପାଲିଟି ହେଲା । ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ, ପାଇକମାଳ, ଭେଡେନ୍‌, ଆଗରପଡା, ବେଲପଡା, ସଇଁତଳା , ବିଞ୍ଝାରପୁର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ , ଜୟପାଟଣା, ରାଇକିଆ, ବୋରିଗୁମ୍ମା, ସିନାପାଲି , ଚାନ୍ଦିଲି, ମୁନିଗୁଡା, ବିଷମକଟକ, ଡୁଙ୍ଗୁରିପାଲି, ବଣେଇ , ଶେରଗଡ, କୁକୁଡାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ, ସାଲେପୁର, ବଡମ୍ବା, ନରସିଂହପୁର, ନିଆଳି , ବେତନଟି, ଢେଙ୍କାନାଳ, ପରଜଙ୍ଗ ଓ କଣ୍ଟାମାଳ ଏନଏସି ହେଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button