ରାଜ୍ୟ

୬ ହତ୍ୟାକାରୀଙ୍କୁ ଆଜୀବନ – Ibnodisha

[ad_1]

ନୟାଗଡ : ହତ୍ୟାକାଣ୍ଡର ୨୨ ବର୍ଷ ପରେ ଆସିଲା ରାୟ । ମାମଲାରେ ୬ ଜଣଙ୍କୁ ଆଜୀବନ ସଜା ଦେଲେ ଓଡଗାଁ ଏଡିଜେ । ଅନ୍ୟ ୧୦ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ । ୨୦୦୨ ଶରଣକୂଳ ଥାନା କେଶପାନିଆ ଗାଁରେ ହତ୍ୟା ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ମଦନ ନାୟକଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡରେ ମୋଟ ୧୮ ଜଣଙ୍କ ନାଁରେ ଏତଲା କରାଯାଇଥିଲା । ଅନ୍ୟ ୨ ଅଭିଯୁକ୍ତଙ୍କର ଏହା ମଧ୍ୟରେ ମୃତ୍ୟୁ ଘଟିସାରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button