IBN ଓଡ଼ିଶା ବ୍ୟୁରୋ

ଏହାକୁ ବନେଇ କିଛି ଦିନ ପିଇ ନିଅନ୍ତୁ, ସବୁଦିନ ପାଇଁ ଆଖିରୁ ଚଷମା ଓଲ୍ହେଇ ଯିବ : ସଂପୂର୍ଣ୍ଣ ପ୍ରକୃତିକ ଉପଚାର

ବନ୍ଧୁଗଣ ନମସ୍କାର, ତେବେ ବର୍ତ୍ତମାନ ସମୟ ରେ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଚକ୍ଷୁ ରୋଗ ଭଳି ସମସ୍ୟା ଦେଖିବାକୁ ମିଳୁଛି । ପ୍ରାୟତଃ ବ୍ୟକ୍ତି ଚଷମା ର ବ୍ୟବହାର ମଧ୍ୟ କରୁଛନ୍ତି । ଏହା ଶରୀର ରେ ଭିଟାମିନ ଅଭାବ ରୁ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ ଆପଣ ଘରେ ପ୍ରସ୍ତୁତ କରି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଚକ୍ଷୁ ଜନିତ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କୁ ଚଷମା ର ବ୍ୟବହାର ମଧ୍ୟ କରିବାକୁ ପଡ଼ିବ ନାହିଁ ।

ତେବେ ଉକ୍ତ ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଙ୍କୁ ସର୍ବ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଆଲମଣ୍ଡ ବା କାବୁଲି ବାଦାମ । ଏଥିରେ ଥିବା ଭିଟାମିନ ଆମ ଆଖି ପାଇଁ ବହୁତ ଭଲ ହୋଇଥାଏ । ଆପଣ ଚାରି ରୁ ପାଞ୍ଚଟି କାବୁଲି ବାଦାମ କୁ ପାଣି ରେ ଭଲ ଭାବରେ ଭେଦାଇ ଦିଅନ୍ତୁ ଏବଂ ସକାଳ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ।

ସକାଳେ ଯେତେବେଳେ ଏହା ଭଲ ଭାବରେ ଭେଦି ଯାଇଥିବ ସେତେବେଳେ ଆପଣ ଭଲ ଭାବରେ ଏହ ଚୋପା କୁ ଛଡ଼ାଇ ଦିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଅନ୍ୟ ଦୁଇଟି ସାଙ୍ଗ ର ଆବଶ୍ୟକତା ରହିଛି ତାହା ହେଉଛି ପାନ ମଧୁରୀ ଏବଂ ମିଶ୍ରି । ଏହି ଦୁଇ ସାଙ୍ଗ କୁ ମିଶାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।

ଆପଣଙ୍କୁ ଯେଉଁ ଶେଷ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଏକ ଗ୍ଲାସ କ୍ଷୀର । ଆପଣ ଏକ ଗ୍ଲାସ କ୍ଷୀର ଗ୍ୟାସ ରେ ବସାନ୍ତୁ ଏବଂ ଏହାକୁ ଭଲ ରେ ଫୁଟାଇ ଦିଅନ୍ତୁ ଏବଂ ଏଥିରେ ବାଦାମ, ପାନ ମଧୁରୀ ଏବଂ ମିଶ୍ରି ର ଗୁଣ୍ଡ କୁ ପକାଇ ଭଲ ଭାବରେ ଏହାକୁ ଗୋଳାନ୍ତୁ । କ୍ଷୀର ଫୁଟିଗଲା ପରେ ଆପଣ ଏକ ଗ୍ଲାସ ରେ ଢାଳି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଦିନକୁ ଥରେ ଆପଣ ଏହି କ୍ଷୀର କୁ ସେବନ କରନ୍ତୁ । ଏହା ବହୁତ ଚମତ୍କାରୀ ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ଚକ୍ଷୁ ଜନିତ ସମସ୍ତ ପ୍ରକାର ସମସ୍ୟା ତୁରନ୍ତ ଦୂର ହୋଇ ଯାଇଥାଏ । ତେଣୁ ଆପଣ ଯଦି ଏହାର ଚମତ୍କାରୀ ଫାଇଦା ପାଇବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ ଏହି ଉପଚାର କୁ ଘରେ ପ୍ରସ୍ତୁତ କରି ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button