IBN ଓଡ଼ିଶା ବ୍ୟୁରୋ

ସକାଳୁ ଖାଲି ପେଟରେ ଡାଳିମ୍ବ ଖାଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲା ପରେ ବି ମିଳିବ ନାହିଁ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଡାଳିମ୍ବ ଖାଇବାର ଉପକାରିତା ବିଷୟ ରେ ନେଇ କରି ଆସିଛୁ । ଆଜିର ଏହି ପୋଷ୍ଟ ଟି ର ସହାୟତା ରେ ଆପଣ ମାନେ ଜାଣି ପାରିବେ କି ପ୍ରତିଦିନ ଏକ ଡାଳିମ୍ବ ଖାଇବା ଦ୍ୱାରା କଣ ହୋଇଥାଏ ତାହାସହ ଏହା ଆମ ଶରୀର କୁ କେଉଁ କେଉଁ ରୋଗ ବ୍ୟାଧି ରୁ ରକ୍ଷା କରିଥାଏ । ବନ୍ଧୁଗଣ ଡାଳିମ୍ବ ରେ ଫ୍ଲାବେନୟେଟ ନାମକ ଆଣ୍ଟିଅକ୍ସଡାଏଣ୍ଟ ପ୍ରଚୁର ପରିମାଣ ରେ ରହିଥାଏ । ଯାହା ଶରୀର ରେ ଗଣ୍ଠି ଭିତରେ ହେଉଥିବା ଯନ୍ତ୍ରଣା କୁ କମ କରିଥାଏ ।

ପ୍ରତିଦିନ ଗୋଟିଏ ଡାଳିମ୍ବ କୁ ଜୁସ କରି ତାହାର ସେବନ କରିବା ଦ୍ୱାରା ଏହା ଗଣ୍ଠି ଜନିତ ସମସ୍ୟା ରୁ ରକ୍ଷା କରିଥାଏ । ଦ୍ୱିତୀୟ ରେ ପ୍ରତିଦିନ ଏକ ଡାଳିମ୍ବ ର ସେବନ କରିବା ଦ୍ୱାରା ଶରୀର କୁ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା କୁ ଲଢ଼ିବା ର ଶକ୍ତି ମିଳିଥାଏ ।

2013 ରେ ହୋଇଥିବା ଗବେଷଣା ରୁ ଜଣା ପଡ଼ିଛି କି ପ୍ରତିଦିନ 142 ଗ୍ରାମ ର ଡାଳିମ୍ବ ଖାଇବା ଦ୍ୱାରା ରକ୍ତଚାପ ମାତ୍ର 2 ସପ୍ତାହ ମଧ୍ୟରେ ନିୟନ୍ତ୍ରିତ ହୋଇ ଯାଇଥାଏ । ଅତ୍ୟାଧିକ ମାନସିକ ଚିନ୍ତା ରେ ଗ୍ରସ୍ତ ହୋଇ ରହିଥିବା ବ୍ୟକ୍ତି ଡାଳିମ୍ବ ର ଯୁସ୍ ର ଯଦି ସେବନ କରନ୍ତୁ ତେବେ ଆପଣ ଖୁବ୍ ଶୀଘ୍ର ଚିନ୍ତା ରୁ ମୁକ୍ତି ପାଇ ପାରିବେ ।

ତାହାଛଡ଼ା ଡାଳିମ୍ବ ଜୁସ୍ ର ସେବନ ଦ୍ଵାରା ଏହା ହାର୍ଟ କୁ ମଧ୍ୟ ସୁସ୍ଥ ରଖେ । ପ୍ରତିଦିନ ଡାଳିମ୍ବ r ସେବନ ଦ୍ଵାରା କେଶ ଝଡ଼ିବା ସମସ୍ୟା ରୁ ରକ୍ଷା ମିଳିବା ସହ କେଶ ଶୀଘ୍ର ଶୀଘ୍ର ବଢ଼ିବାକୁ ମଧ୍ୟ ଲାଗେ । ଆପଣ ଚାହିଁଲେ କେଶ ପାଇଁ ଡାଳିମ୍ବ ର ତେଲ ବା ପୋମିଗ୍ରାନେଟ ଅଏଲ୍ ର ମଧ୍ୟ ବ୍ୟବହାର କରି ପାରିବେ ।

ତାହା ବ୍ୟତିତ ପ୍ରତ୍ୟେକ ଦିନ ଗୋଟିଏ ଡାଳିମ୍ବ ର ସେବନ କଲେ ଏହା ଶରୀର କୁ କ୍ୟାନସର ରୋଗ ରୁ ମଧ୍ୟ ରକ୍ଷା କରିଥାଏ । ଡାଳିମ୍ବ ରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଓ ଆଣ୍ଟି ଫଙ୍ଗାଲ୍ ଦାନ୍ତ କୁ ସୁସ୍ଥ ଓ ମଜବୁତ୍ କରି ରଖିଥାଏ । ଏହା ବ୍ୟତୀତ ଡାଳିମ୍ବ ର ସେବନ ଦ୍ଵାରା ଏହା ତ୍ଵଚା କୁ ସୁନ୍ଦର ଓ ଚିକ୍କଣ କରି ରଖେ ।

ଯେଉଁ ମାନଙ୍କର ବ୍ରଣ ଜନିତ ସମସ୍ୟା ଥାଏ, ଯଦି ସେମାନେ ତ୍ବଚା ରେ ଡାଳିମ୍ବ ଜୁସ୍ କୁ ଲାଗନ୍ତି ତେବେ ବ୍ରଣ ଜନିତ ସମସ୍ୟା ରୁ ରକ୍ଷା ମିଳିଥାଏ । ଡାଳିମ୍ବ ରେ ଥିବା ଭିଟାମିନ C ସ୍କିନ କୁ ଫାଟିବା ରୁ ରକ୍ଷା କରିଥାଏ । ଅନ୍ୟ ଉପକାରିତା ମାନଙ୍କ ସହ ଡାଳିମ୍ବ ଶରୀର ରେ ଓଜନ କୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଜର୍ମାନୀ ରେ ହୋଇଥିବା ଏକ ଗବେଷଣା ମୁତାବକ ପ୍ରତିଦିନ ଡାଳିମ୍ବ ର ଜୁସ୍ ପିଉଥିବା ବ୍ୟକ୍ତିର ସ୍ମରଣ ଶକ୍ତି ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ପ୍ରଖର ହୋଇଥାଏ । ତେବେ ବନ୍ଧୁଗଣ ଏହା ଥିଲା ଡାଳିମ୍ବ ଖାଇବାର ଉପକାରିତା । ଯଦି ଆପଣ ଡାଳିମ୍ବ ଖାଉ ନଥାନ୍ତି ତାହା ହେଲେ ଏବେ ଠାରୁ ଯଥା ଶୀଘ୍ର ଡାଳିମ୍ବ ଖାଇବା ଆରମ୍ଭ କରି ଦିଅନ୍ତୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button