ଦେଶ
ଜ୍ଞାନବାପିରେ ହିନ୍ଦୁ ପୂଜା ଅନୁମତୀ କାଏମ୍ – Ibnodisha
[ad_1]
ଜ୍ଞାନବାପି ମସ୍ଜିଦ ମାମଲା : ମୁସଲିମ୍ ପକ୍ଷର ପିଟିସନ ଖାରଜ । ମୁସଲିମ୍ ପକ୍ଷର ପିଟିସନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟଙ୍କୁ କାଏମ୍ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନାରେ ହିନ୍ଦୁମାନେ ପୂଜା କରିପାରିବେ । ଜନୁଆରୀ ୩୧ ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ପୂଜା ଅନୁମତୀ ଦେଇଥିଲେ । ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ୍ ପକ୍ଷ ।
[ad_2]