ରାଜ୍ୟ

ପ୍ରଶ୍ନପତ୍ର ଲିକ୍ ହୋଇନି : ବୋର୍ଡ – Ibnodisha

[ad_1]

ଭୁବନେଶ୍ୱର : ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡର ଖଣ୍ଡନ । ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଓ ଉପସଭାପତି । ୧୧ ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ପଦାକୁ ଆସିଛି । ୧୧ ଟା ୪୫ ପୂର୍ବରୁ କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । ତେଣୁ ପରୀକ୍ଷା ପ୍ରଶମନପତ୍ର ଲିକ୍ ହୋଇ ନାହିଁ ବୋଲି କହିଛନ୍ତି ବୋର୍ଡ ଉପସଭାପତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗଣିତ ପ୍ରଶ୍ନପତ୍ର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button