ରାଜନୀତି
ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି – Ibnodisha

[ad_1]
ଭୁବନେଶ୍ୱର : ନବୀନ ନିବାସ ଅଭଇମୁଖେ ଯୁବ କଂଗ୍ରେସ ରାଲି । ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ ରାଲି । ରାଲିରେ ଯୁବ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ବି.ଭି ଶ୍ରୀନିବାସ ସାମିଲ । ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ବେଳେ ଉତ୍ତେଜନା ା ରାଜମହଲ ଛକ ନିକଟରେ ରାଲି ଅଟକାଇବା ବେଳେ ପୋଲିସ ସହ କଂଗ୍ରେସ କର୍ମୀ ଧସ୍ତାଧସ୍ତି । ବ୍ୟାରିକେଟ୍ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ପୋଲିସ ଉପରକୁ ଅଣ୍ଡା, ଚମାଟୋ ମାଡ କଲା ଯୁବ କଂଗ୍ରେସ । ଘଟଣାସ୍ଥଳରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ ।
[ad_2]




