ରାଜ୍ୟ

ନଦୀରେ ବୁଡ଼ି ୨ ନାବାଳିକା ମୃତ – Ibnodisha

[ad_1]

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିବା ସହିତ ଆଉ ଜଣଙ୍କୁ ଖୋଜାଖୋଜି କରୁଛନ୍ତି । ସୂଚନା ଅନୁସାରେ, ଆଜି ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଗ୍ରାମର ନାଗାବଳୀ ନଦୀରେ ଗାଧୋଇବା ପାଇଁ ଯାଇ ୨ ଜଣ ବୁଡ଼ିଯାଇଛନ୍ତି । ବିଳମ୍ବ ହେବାରୁ ଘରକୁ ଫେରିନଥିବାରୁ ପରିବାର ଲୋକ ନଦୀରେ ଖୋଜାଖୋଜି କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ନଦୀରୁ ୨ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button