ରାଜ୍ୟ

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୧୦ରୁ ଅଧିକ ଆହତ – Ibnodisha

[ad_1]

ଯାଜପୁର : ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବଡଚଣା ନିକଟରେ ଦୁର୍ଘଟଣା ଘଟିଛି। ବସଟି ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିଲା । ବଡଚଣା ନିକଟରେ ଏକ ଗହମ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଆହତଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button