ରାଜ୍ୟ

ପୁଣି ମୁଣ୍ଡ ନେଲା ଝାଡ଼ାବାନ୍ତି; ୩ ଦିନରେ ୫ ଜଣଙ୍କ ମୃତ୍ୟୁ – Ibnodisha

[ad_1]

ରାଉରକେଲା: ସୁନ୍ଦରଗଡ଼ରେ ଅସମ୍ଭାଳ ହେଲାଣି ଝାଡ଼ାବାନ୍ତି, ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଆଜି ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ। ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆରଜିଏଚରେ ଚିକିତ୍ସାଧୀନ ଥିଲେ। ରାଉରକେଲା ସରକାରୀ ଡାକ୍ତରଖାନାରେ ଦୁଇଶହରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ଗଲାଣି ୫ ଜଣଙ୍କ ଜୀବନ। ସୁନ୍ଦରଗଡ଼ ମେଡ଼ିକାଲ କଲେଜକୁ ଗଲେ ଆଠ ଜଣିଆ ବିଶେଷଜ୍ଞ ଟିମ୍। ଏନେଇ ଜିଲ୍ଲା ଚିକିତ୍ସାଳୟ ମୁଖ୍ୟଙ୍କ ସୂଚନା।

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗୁଳି କରି ହତ୍ୟା

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button