ରାଜ୍ୟ

ଗୁଣି ଗାରେଡ଼ି ସନ୍ଦେହରୁ ଯୁବକଙ୍କୁ ହତ୍ୟା – Ibnodisha

[ad_1]

ଗଞ୍ଜାମ : ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଛି। ତେବେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ ଆଗୁଳ ଗାଁ ତଳ ସାହିରେ ଘଟିଛି। ତେବେ ବଡଆଗୁଳ ଗ୍ରାମ ତଳସାହିର ତ୍ରିଲୋଚନ ପ୍ରଧାନକୁ ସେହି ସାହିର କୈଳାସ ସ୍ୱାଇଁ ହତ୍ୟା କରିଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ କୈଳାସ ସ୍ୱାଇଁ ମାରଣାସ୍ତ୍ର ଧରି ବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିଲା। ତେବେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା କରିଛି। ଏହାସହିତ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button