ରାଜନୀତି

ପୁଣି ୧୫ ବର୍ଷ ପରେ ମେଣ୍ଟ! – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟରେ ହେବ କି ବିଜେଡି ଓ ବିଜେପି ମେଣ୍ଟ । ଏକାଠି ଲଢ଼ିବେ କି ଦୁଇ ପ୍ରମୁଖ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଓଡ଼ିଶାରେ ଗତ କିଛି ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ଓ ବିଜେଡିର ବୈଠକକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା । ୧୫ ବର୍ଷ ତଳେ ବିଜେପି ସହ ବିଜେଡି ମେଣ୍ଟ ଭାଙ୍ଗିଥିଲା । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା । ମେଣ୍ଟ ଭାଙ୍ଗିବା ପୂର୍ବରୁ ଉଭୟ ଦଳ ୨ ଥର ମିଳିତ ସରକାର କରିଥିଲେ । ୨୦୦୦ ଓ ୨୦୦୪ରେ ଉଭୟ ବିଜେପି ଓ ବିଜେଡି ମିଳିତଭାବେ ସରକାର କରିଥିଲେ । ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ ବାଣ୍ଟି ନେଇଥିଲେ । ତେବେ ବିଜେପି ଓ ବିଜେଡି ଭିତରେ କିଭଳି ପୁରୁଣା ମେଣ୍ଟ ଥିଲା ଆସନ୍ତୁ ଜାଣିବା

– ୪:୩ ଅନୁପାତରେ ହୋଇଥିଲା ସିଟ ସେୟାରିଂ
-ବିଧାନସଭାରେ ବିଜେଡି ୮୪, ବିଜେପି ୬୩ ସିଟରେ ଲଢିଥିଲା
-ଲୋକସଭାରେ ବିଜେଡି ୧୨, ବିଜେପି ୯ ସିଟରେ ଲଢିଥିଲା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button