ରାଜନୀତି

‘ବାପାଙ୍କୁ କହିବ’ କହିଲେ ନବୀନ – Ibnodisha

[ad_1]

ଭୁବନେଶ୍ୱର : ନବୀନ ନିବାସରେ ବିଜୟ ମହାପାତ୍ରଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା । ତୁମପ୍ରତି ଆର୍ଶୀବାଦ ଅଛି ବୋଲି ବାପାଙଅକୁ କହିବ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅରବିନ୍ଦ ବାବୁ, ତୁମକୁ ବିଜୁ ଜନତା ଦଳକୁ ସ୍ୱାଗତ । କେନ୍ଦ୍ରାପଡା ଜିଲ୍ଲା ପାଇଁ କଠିନ ପରିଶ୍ରମ କର । ତୁମ ପ୍ରତି ମୋର ଆର୍ଶୀବାଦ ଅଛି, ତୁମ ବାପାଙ୍କୁ ଏକଥା ଜଣାଇଦେବ । ହଁ ନିଶ୍ଚିତ ଜଣାଇଦେବି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଅରବିନ୍ଦ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button