ଦେଶ

ମହାଶିବ ରାତ୍ରି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ମହାଶିବ ରାତ୍ରି । ମହାଶିବ ରାତ୍ରି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମହାଶିବ ରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ଜୀବନରେର ସୁଖ,ଶାନ୍ତି ଆଣୁ ମହାଶିବ ରାତ୍ରି ବୋଲି ଲେଖିଛନ୍ତି ମୋଦୀ । ଶିବରାତ୍ରିର ଶୁଭେଚ୍ଛା ଜଣାଇବା ସହ ଜୟ ଭୋଲାନାଥ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button