ରାଜ୍ୟ

ଆଇଡିବିଆଇରେ ଠକେଇ : ଆଉ ୨ ଗିରଫ – Ibnodisha

[ad_1]

ପିପିଲି : ଆଇଡିବିଆଇ ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଞ୍ଜର ସମେତ ୨ ଜଣଙ୍କୁ ଗିରଫ କରିଛି ଇଓଡବ୍ଲୁ । ପୂର୍ବତନ ମ୍ୟାନେଞ୍ଜର ସରୋଜକାନ୍ତ ବେହେରା ଓ ସହଯୋଗୀ ଆଞ୍ଜେଲ ମିଶ୍ରଙ୍କୁ ଗିରଫ କରିଛି ଇଓଡବ୍ଲୁ । ୩୫ ଜଣଙ୍କୁ ଋଣ ଦେବା ନାଁରେ ୩.୭୦ କୋଟି ଠକେଇ ଅଭିଯୋଗରେ ଗିରଫ କରିଛି ଇଓଡବ୍ଲୁ ।

ବିଜେପିରୁ ଇସ୍ତଫା ଦେଲେ ହରିୟାଣା ସାଂସଦ ବ୍ରିଜେନ୍ଦ୍ର ସିଂ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button