ରାଜ୍ୟ

ଦିଲ୍ଲୀରୁ ଡାକରା ଆସିଲେ ଯିବୁ : ମନମୋହନ – Ibnodisha

[ad_1]

ଭୁବନେଶ୍ୱର : ଦିଲ୍ଲୀରୁ ଡାକରା ଆସିଲେ ଯିବୁ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୌଣସି  ବୈଠକ ନେଇ ସ୍ଥିର ହୋଇନି , ଡାକରା ଆସିଲେ ଟିମ୍ ଯିବ କହିଲେ ମନମୋହନ । ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ କଣ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀଙ୍କ ମିଛ ଗୁଜବ ମନ୍ତବ୍ୟ ଉପରେ କିଛି ଟିକା ଟିପ୍ପଣୀ କରିବିନି କହିଲେ । ଓଡିଶା ରାଜନୀତିରେ ମିଥ୍ୟା ଗୁଜବ କରାଯାଇଛି କି ପ୍ରଶ୍ନରେ ପ୍ରତିକ୍ରୀୟା ରଖିଲେ । ଜନସାଧାରଣ ବେଷ୍ଟ  ଜଜ୍ , ସେମାନେ ହିଁ ନିଷ୍ପତି ନେବେ କହିଲେ ମନମୋହନ ସାମଲ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button