IBN ଓଡ଼ିଶା ବ୍ୟୁରୋ

ଧଳା ଦାଢ଼ି ଏବଂ ନିଶ ବିନା ଡ଼ାଈ ରେ ଏମିତି କରନ୍ତୁ କଳା, ୧୦୦ ବର୍ଷ ପର୍ଯ୍ୟନ୍ତ କଳା ରହିବ

କିଛି ଲୋକଙ୍କର କମ ବୟସରୁ ଦାଢି ନିଶ ଧଳା ହେବାର ଦେଖାଯାଏ । ଏହାର ବିଭିନ୍ନ କାରଣ ରହିଛି । ଯଦି ଆମ ଶରୀରରୁ ମିଲେନିୟମ କମ ହେବାରୁ କେଶ ଧଳା ହୋଇଥାଏ । ଯଦି ଖାଦ୍ଯରେ ଭିଟାମିନ, ମିନେରାଲ୍ସ ବା ନ୍ୟୁଟ୍ରେସନ କମ ରହିଥାଏ ତେବେ ମଧ୍ୟ କେଶ ଧଳା ହୋଇଥାଏ ।

ଯଦି ବ୍ୟକ୍ତି ଅଧିକ ମାନସିକ ଚିନ୍ତାରେ ରହୁଥାଏ ବା ଅଧିକ ମାତ୍ରାରେ ନିଶାଦ୍ରବ୍ୟର ସେବନ କରୁଥାଏ ତେବେ ମଧ୍ୟ କେଶ ଧଳା ହୋଇଥାଏ ।ଏହା ସହ ଜେନେଟିକ କାରଣରୁ ବା ଯଦି ଆପଣଙ୍କର ପିତାଙ୍କର କମ ବୟସରୁ ଛୁଟି ଧଳା ହୋଇଥାଏ ତେବେ ପିଲାଙ୍କର ମଧ୍ୟ ଚୁଟି ଧଳା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଘରେ କିପରି ରେମେଡି ପ୍ରସ୍ତୁତ କରାଯାଇ କେଶ ଧଳା କରାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଲୁଣ, ଆମଲା ପାଉଡର, ମେହେନ୍ଦି, ଇନ୍ଡିଗୋ ପାଉଡର । ଇନ୍ଡିଗୋ ପାଉଡର ଠିକ ଭାବେ ବ୍ୟବହାର କରିବା ଦ୍ଵାରା ଏହାର ଭଲ ପ୍ରଭାବ ଦେଖିବାକୁ ମିଳିଥାଏ । ଇଣ୍ଡିହୋ ପାଉଡର ଶୁଦ୍ଧ ଓ ପ୍ରାକୃତିକ ହେବା ନିହାତି ଆବାସିକ ଅଟେ । ମେହେନ୍ଦିର ପ୍ରୟୋଗ କରିବା ଦ୍ଵାରା ଯେପରି ଲାଲ ରଙ୍ଗ ହୋଇଥାଏ ସେହି ପରି ଇନ୍ଡିଗୋ ପ୍ରାକୃତିକ ହୋଇଥିଲେ ତାହା ଦାର୍କ ବ୍ଲୁ ରଙ୍ଗ ହୋଇଥାଏ । ଏହା ପରେ ଦୁଇ ଚାମଚ ମେହେନ୍ଦି ସହ ଅଧା ଚାମଚ ଆମଲା ପାଉଡର ମିଶାନ୍ତୁ । ଏହା ପରେ ଏଥିରେ କିଛି ଗରମ ପାଣି ମିଶାଇ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହି ମିଶ୍ରଣକୁ ଦୁଇ ଘଣ୍ଟା ଯାଏଁ ସେମିତି ରହିବାକୁ ଦିଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ଆପଣଙ୍କ ଦାଢି ବା ନିଶରେ ଲଗାଇ ଏହାକୁ ଏକ ବା ଦୁଇ ଘଣ୍ଟା ଯାଏଁ ସେମିତି ରହିବାକୁ ଦିଅନ୍ତୁ । ଏହା ପରେ ଆପଣ ନିଜ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ । ମୁହଁ ଧୋଇବା ସମୟରେ କୌଣସି ସାବୁନ ବା ଫେସ ୱାସର ବ୍ୟବହାର କରନ୍ତୁ ନାହି । ମେହେନ୍ଦି ରଙ୍ଗ ଲାଲ ହୋଇଥିବାରୁ ଏହା ଯେପରି ଆପଣଙ୍କର ମୁହଁରେ ଅନ୍ୟ କୌଣସି ଜାଗାରେ ନ ଲାଗେ ସେଥିପାଇଁ ନଡିଆ ତେଲର ବ୍ୟବହାର କରି ପାରିବେ ।

ଏହା ପରେ ଆପଣଙ୍କ ଦାଢି ଲାଲ ହୋଇଯିବ । ଏହା ପରେ ଇଣ୍ଡିଗୋ ପାଉଡରରେ ଅଳ୍ପ ପରିମାଣରେ ଲୁଣ ପକାନ୍ତୁ । ଏହା ପରେ ଏଥିରେ ଗରମ ପାଣି ମିଶାଇ ଏହାକୁ ୧୦ରୁ ୧୫ ମିନିଟ ଯାଏଁ ଏମିତି ରଖନ୍ତୁ । ଏହି ମିଶ୍ରଣକୁ ଅଧିକ ସମୟ ଯାଏଁ ରଖିବା ଦ୍ଵାରା ଏହାର ପ୍ରଭାବ ଶେଷ ହୋଇଥାଏ । ତେନେଉ ମାତ୍ର ୧୦ରୁ ୧୫ ମିନିଟ ଯାଏଁ ରଖିବା ପରେ ଏହାକୁ ଆପଣ ନିଜ ଦାଢି ବା ନିଶରେ ଲଗାଇ ପାରିବେ ।

ମାତ୍ର ଏକ ବା ଦୁଇ ଘଣ୍ଟା ରଖିବା ପରେ ମୁହଁ ଧୋଇବା ପରେ ଦେଖିବେ ଆପଣଙ୍କ ଦାଢି ବା ନିଶ ବା କେଶ ପ୍ରାକୃତିକ କଳା ରଙ୍ଗ ହୋଇଯିବ । ଆପଣ କରିଥିବା ଏହି ରେମେଡିର ପ୍ରଭାବ ଯେପରି ରହେ ସେଥିପାଇଁ ଆପଣ ନିଜ ଦାଢି ବା ନିଶ ବା କେଶ ଉପରେ ୩ରୁ ୪ ଦିନ ଯାଏଁ ବିୟର ଶିରମର ପ୍ରୟୋଗ କରନ୍ତୁ ।ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button