ରାଜନୀତି
ଆସନ୍ତାକାଲି ବିଜେପି ନିର୍ବାଚନ କମିଟି ମିଟିଂ – Ibnodisha

[ad_1]
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ କହିଲେ ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ସମସ୍ତ ସିଟ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ । ମିଟିଂ ସବିଶେଷ ରିପୋର୍ଟ ଦଳର ସଂସଦୀୟ କମିଟିକୁ ପଠାଯିବ । ବିଜେପି ଏକାକୀ ସରକାର କରିବ ବୋଲି ପୁଣି ଦୃଢୋକ୍ତି କଲେ ମନମୋହନ ସାମଲ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ଲଢବ, ସରକାର କରିବ । ଓଡିଶା ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଦେଶରେ ତୃତୀୟ ଓ ଓଡିଶାରେ ବିଜେପି ପ୍ରଥମ ଥର ସରକାର କରିବ । ମୋଦିଙ୍କୁ ଆଧାର କରି ଆମେ ଓଡିଶାରେ ସରକାର ଗଢିବୁ ।
[ad_2]