ଅପରାଧ

ଚୋରି ମୋବାଇଲ ଓ ଟଙ୍କା ଉଦ୍ଧାର – Ibnodisha

[ad_1]

ନିରାକାରପୁର,୧୪/୩: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନନପଡ଼ା ସାହିର ଗଜେନ୍ଦ୍ର ମାର୍ଥାଙ୍କ ଝିଅ ଅପରାଜିତା ମାର୍ଥା ଗତ ୧୦ ତାରିଖରେ ତାଙ୍କର ମୋବାଇଲ ଓ କିଛି ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ଆଜି ନିରାକାରପୁର ଥାନା ପୋଲିସ ଭୋଇସାହି ର ସହଦେବ ମହାନ୍ତିଙ୍କୁ ଗିରଫ କରିବା ସହିତ ଗୋଟିଏ ୱାନ ପ୍ଲସ ମୋବାଇଲ ଓ ୬୦୦ ଟଙ୍କା ଉଦ୍ଧାର କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button