IBN ଓଡ଼ିଶା ବ୍ୟୁରୋ

ପନୀର୍ କୁ ନେଇ ସାଂଘାତିକ ତଥ୍ୟ, ନେଇଯିବ ଆପଣଙ୍କ ଜୀବନ ବଜାରରୁ କିଣିବା ବେଳେ ରୁହନ୍ତୁ ସାବଧାନ, ଜାଣନ୍ତୁ ପୁରା ଖବର

ତେବେ ଆପଣବି ଯଦି ପନୀର୍ ଖାଉଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ପନୀର୍ ଖାଇବା ଦ୍ବାରା ଆପଣଙ୍କ ଜୀବନ ବି ଯାଇପାରେ। ଆପଣ ଭବିଷ୍ୟତରେ ବଡ଼ ରୋଗର ମଧ୍ୟ ଶିକାର ହୋଇ ପାରନ୍ତି। ଆଜ୍ଞା ହଁ ଆପଣ ଭାବୁଥିବେ ଏ କେମିତି କଥା ପନୀର୍ ଖାଇଲେ କିଏ କାହିଁକି ମାରିବ। ପନୀର୍ ତ ସ୍ବାସ୍ଥ୍ୟ ପ୍ରତି ଏକ ଭଲ ଖାଦ୍ୟ। ଯାହା ଖାଇବାକୁ ଡାକ୍ତର ମଧ୍ୟ କହିଥାନ୍ତି।

ଉଡି

ହଁ ପନୀର୍ ନିଶ୍ଚିନ୍ତ ଏକ ପୁଷ୍ଟିକର ଖାଦ୍ୟ। ଯାହା ଶରୀରରେ ଭିଟାମିନ ର ଅଭାବକୁ ପୁରାଣ ମଧ୍ୟ କରିଥାଏ। ହେଲେ ଆମେ କହୁଛି ଆଜି କାଲି ବଜାରରେ ମିଳୁଥିବା ନକଲି ପନିର କଥା। ଯାହା ଦେଖିବା କୁ ଓ ସ୍ବାଦ ମଧ୍ୟ ଅବିକଳ ପନୀର୍ ଭଳି ହେଲେ ଏହା ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ ବରଂ ଜୀବନ ମଧ୍ୟ ନେଇପାରେ।

ନିକଟରେ ସେସିଆଲ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଯାହାକି ଏକ ପନିର ଫ୍ୟାକ୍ଟ୍ରି ର । ଯେଉଁଠାରେ ଟନ୍ ଟନ୍ ପନୀର୍ ପ୍ରସ୍ତୁତ ହେଉଛି।ଓ ପରେ ବଜାରରେ ବିକ୍ରୟ ହେଉଛି। ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ସକାଳେ ସଞ୍ଜେ ଲାଗିରହିଛି। ଆପଣ ଭାବୁଥିବେ ଏଥିରେ କଣ ଅଛି। ହେଲେ କଥାଟା ଏଠି ଟିକେ ଅଲଗା।

Paneer

ଦେଖନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ସେଠାରେ ପନୀର୍ କ୍ଷୀରରୁ ନୁହେଁ ବରଂ ଚୁନ ଓ ପାମ ଅଏଲ୍ ରୁ ପ୍ରସ୍ତୁତି ହେଉଛି ତେବେ ଆପଣଙ୍କୁ କେତେ ବଡ଼ ଝଟକା ଲାଗିବ। ହଁ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଠିକ୍ ଏହି ସାମଗ୍ରୀରେ ସେଠାରେ ପନୀର୍ ପ୍ରସ୍ତୁତ କରା ଯାଉଛି। ଏହି ଫ୍ୟାକ୍ଟ୍ରି ଟି ରାଜସ୍ଥାନ ର ବୋଲି ଜଣା ପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button