IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ଏହି ବ୍ଲଡ଼ ଗ୍ରୁପ୍ ର ତେବେ ଆଦୌ ଖାଆନ୍ତୁ ନାହିଁ ଚିକେନ ମଟନ୍ ଜାଣନ୍ତୁ କାହିଁକି ?

ବର୍ତ୍ତମାନ ସମୟରେ ଆମିଷ ଏକ ମୁଖ୍ୟ ଖାଦ୍ୟରେ ପରିଣତ ହୋଇଛି । ସେ ଫାଷ୍ଟଫୁଡ୍ ହେଉ କି ଚିକେନ , ମଟନ୍ , ମାଛ , ମାଂସ ଆଦି ପ୍ରତି ଲୋକଙ୍କର ବେଶ୍ ଆଗ୍ରହ ଦେଖା ଦେଉଛି । ଚିକେନ ର ଡିମାଣ୍ଡ ମାର୍କେଟ ରେ ଏତେ ରହିଛି ଯେ , ଯୋଗାଣ ତଦନୂପାତି ହୋଇପାରୁ ନାହିଁ ।

P

ତେବେ କଣ ଆପଣ ଜାଣନ୍ତି , ଚିକେନ ବା ମଟନ୍ ଖାଇବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ । ନିଜ ବ୍ଲଡ଼ ଆବଶ୍ୟକତାକୁ ନ ବୁଝି ଯଦି ଆପଣ ପ୍ରାୟ ନିୟମିତ ଚିକେନ ଖାଆନ୍ତି ତେବେ ଆପଣ ଭବିଷ୍ୟତରେ ଏକ ବ୍ଲଡ଼ ସମସ୍ୟାର ସାମ୍ନା ହୋଇ ପାରନ୍ତି ।

ଏହା ଆମେ କହୁ ନାହୁଁ ବରଂ ମେଡିକାଲ୍ ସାଇନ୍ସ କହୁଛି । କିଛି ବ୍ଲଡ଼ ଏପରି ରହିଛି ଯେଉଁମାନେ ଚିକେନ , ମଟନ୍ ଠାରୁ ଯେତେ ଦୂରେଇ ରହିବେ ସେମାନଙ୍କ ପାଇଁ ସେତେ ଭଲ । ଯଦି ଆପଣ ପୂର୍ବରୁ ଏହା ବିଷୟରେ ଅବଗତ ନ ଥିଲେ , ତେବେ ଜାଣି ନିଅନ୍ତୁ ଓ ଭବିଷ୍ୟତ ପାଇଁ ସତର୍କ ରୁହନ୍ତୁ ।

Blood group

ତେବେ ଯଦି ବ୍ଲଡ଼ ଗ୍ରୁପ୍ B କଥା କୁହାଯାଏ ଏହି ବ୍ଲଡ଼ଗ୍ରୁପ୍ ଧାରୀ ବ୍ୟକ୍ତି ସବୁ ଖାଦ୍ୟ ଖାଇ ପାରିବେ ଓ ଏହାକୁ ହଜମ ମଧ୍ୟ କରି ପାରିବେ । ସେହିପରି ବ୍ଲଡ଼ ଗ୍ରୁପ୍ AB ଏବଂ O ଗ୍ରୁପ୍ ର ଲୋକ ମାନେ ମଧ୍ୟ ଚିକେନ ଓ ମଟନ ଖାଇ ପାରିବେ । ହେଲେ ଏକ ସନ୍ତୁଳିତ ମାତ୍ରାରେ ଖାଇବା ସେମାନଙ୍କ ପାଇଁ ଉଚିତ୍ । ତେବେ A ବ୍ଲଡ଼ ଗ୍ରୁପ୍ ର ଲୋକ ମାନଙ୍କ କଥା ଯଦି କୁହାଯାଏ ସେମାନେ ଯେତେ ଚିକେନ ଓ ମଟନ ଠାରୁ ଦୂରେଇ ରହିବେ, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ସେତେ ଭଲ ।

Related Articles

Leave a Reply

Your email address will not be published. Required fields are marked *

Back to top button