ମାଟ୍ରିକ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର ,ଏହି ତାରିକରେ ପ୍ରକାଶ ପାଇବ ଛାତ୍ର ଛାତ୍ରୀ ମାନଙ୍କ ରେଜଲ୍ଟ ଜାଣିଲେ ଖୁସି ହୋଇଯିବେ

ଦର୍ଶକ ବନ୍ଧୁ ମେଟ୍ରିକ୍ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସି ଯାଇଛି ଏକ ବହୁତ୍ ବଡ଼ ଖବର ଗଣ ଶିକ୍ଷା ବିଭାଗରୁ ଆସିଛି ଏହି ବଡ଼ ଖବର । ଦର୍ଶକ ବନ୍ଧୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବାକୁ ଆଯୁଛି ମେଟ୍ରିକ୍ ପରୀକ୍ଷା ଫଳ ଆଗକୁ ନିର୍ବାଚନ ଆସୁଥିବାରୁ ଜଲଦି ମେଟ୍ରିକ୍ ଫଳ ବାହାର କରିବାକୁ ନିଷ୍ପତି ନିଆ ଯାଇଛି |
ଚଳିତ ବର୍ଷ ପ୍ରଥମ ଥର ମେଟ୍ରିକ୍ ପିଲା ପାଇପାରିବେ ଡିଜିଟାଲ ସାର୍ଟିଫିକେଟ ରେଜଲ୍ଟ ପ୍ରକାଶ ପାଇବ ୭ ଦିନପରେ ମିଳିବ ଏହି ଶ୍ର୍ତିଫିକେଟ୍ ଏହାକୁ ଆପଣ ଅନଲାଇନ ମାଧ୍ୟମରେ ପାଇ ପାରିବେ ବୋର୍ଡ ଦ୍ଵାରା ସୂଚନା ଦିଆ ଯାଇଛି ଯେ ଏହି ଦାଖଲ ଠାରୁ ଖାତା ଦେଖି ଆରମ୍ଭ ହୋଇ ସାରିଛି ଓ ଏହି ଖାତା ଦେଖା ୨୮ତାରିଖ ସୁଧ ଶେଷ କରିବା ପାଇଁ ଅନୁମାନ କରା ଯାଇଛି | ରେଜଲ୍ଟ ପ୍ରକାଶ ପାଇବାପରେ ୭ଦିନ ମଧ୍ୟରେ ପିଲା ପାନେ ପାଇଜିବେ ଡିଜିଟାଲ ସାର୍ଟିଫିକେଟ ଏହା ସହିତ ରେଜଲ୍ଟ ବାହାରିବା ୧୫ ଦିନ ମଧ୍ୟରେ ପିଲାମାନେ ସ୍କୁଲରୁ ହାର୍ଡ କପି ଆଣିପାରିବେ ଏହା ପରେ ପିଲା ଆମେ ୟୂନିଭର୍ସିଟି ଓ କଲେଜ ମାନଙ୍କରେ ନିଜ ନାମ ଲେଖାଇ ପାରିବେ ।