ରାଜ୍ୟ

ନନ୍ଦନକାନନକୁ ଆସିଲେ ନୂଆ ଅତିଥି – Ibnodisha

[ad_1]

ଭୁବନେଶ୍ୱର : ହାଇଦ୍ରାବାଦରୁ ଆସିଥିବା ଏହି ଦୁଇ ଜନ୍ତୁ ଏବେ କ୍ବାରେଣ୍ଟାଇନରେ ଅଛନ୍ତି । ତେବେ ଗତ ଡିସେମ୍ବର ୨୨ରେ ନନ୍ଦନକାନନକୁ ଗୋଟିଏ ମାଈ ଅଣ୍ଡିରା ଓ୍ବାଲାବି ଓ ଗୋଟିଏ ମାଈ ଅଣ୍ଡିରା ଲିଭିଙ୍ଗଷ୍ଟୋନ ଟୁରାକୋ ଅଣାଯାଇଥିଲା । କିନ୍ତୁ ସେମାଙ୍କ ମଧ୍ୟରୁ ପ୍ରଥମେ ଗୋଟିଏ ଲିଭିଙ୍ଗଷ୍ଟୋନ ଟୁରାକୋ ଓ ପରେ ଗତ ୧୧ତାରିଖରେ ଗୋଟିଏ ଅଣ୍ଡିରା ଓ୍ବାଲାବି ମୃତ୍ୟୁ ଘଟିଥିଲା। ଦୁଇଜନ୍ତୁଙ୍କ ମୃତ୍ୟୁ ପରେ ସେମାନଙ୍କ ବଦଳରେ ହାଇଦ୍ରାବାଦ ଘରୋଇ ସଂସ୍ଥା ଉପହାର ଭାବେ ପୁଣି ଗୋଟିଏ ଓ୍ବାଲାବି ଓ ଗୋଟିଏ ଲିଭିଙ୍ଗଷ୍ଟୋନ ଟୁରାକୋ ଦେଇଛନ୍ତି। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଖୁଶିବ୍ୟକ୍ତ କରିଛନ୍ତି ।

The post ନନ୍ଦନକାନନକୁ ଆସିଲେ ନୂଆ ଅତିଥି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button