ଅପରାଧ

ବ୍ୟବସାୟୀଙ୍କୁ ଠାରୁ ଝାମ୍ପି ନେଲେ ସୁନା – Ibnodisha

[ad_1]

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଥିବା ତାରିଣୀ ଅଳଙ୍କାରର ବ୍ୟବସାୟୀ ଦୋକାନରୁ ଟଙ୍କା ଓ ସୁନା ନେଇ ଘରକୁ ଯାଉଥିଲେ । କିନ୍ତୁ ଅଧାବାଟରେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣ କରି ତାଙ୍କ ପାଖରେ ଥିବା ସୁନା ଅଳଙ୍କାର ସହିତ ସମସ୍ତ ଟଙ୍କା ଲୁଟ କରି ନେଇଯାଇଥିଲେ । ଘଟଣାସ୍ଥଳରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ, ବ୍ୟବସାୟୀ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୋଲିସ ଖବର ପାଇ, ଅଭିଯୁକ୍ତକୁ ଧରିବା ପାଇଁ ଯାଞ୍ଚ କରୁଛି ।

The post ବ୍ୟବସାୟୀଙ୍କୁ ଠାରୁ ଝାମ୍ପି ନେଲେ ସୁନା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button