ଅପରାଧ

ରାଜଧାନୀରେ ଡାକ୍ତର ଅପହରଣ : ୪ ଗିରଫ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ପର୍ଦାଫାସ | ତମାଣ୍ଡୋ ଥାନାରେ ଅଭିଯୋଗ ପରେ ଦମ୍ପତି ସମେତ ୪ ଗିରଫ | ଜଣେ ଲେଡି ଡନ,ତାଙ୍କ ସ୍ୱାମୀ ଓ ୨ ସହଯୋଗୀ ଗିରଫ | ଗତ ୮ ତାରିଖରେ ଚିକିତ୍ସା ଆଳରେ ଡାକ୍ତରଙ୍କୁ ଘରକୁ ଡାକି ଅପହରଣ କରିଥିଲେ | ଅପହରଣ ପରେ ମୁଣ୍ଡ ଜାମିନ ରଖି ୨୫ ଲକ୍ଷ ଟଙ୍କା ଦାବି ଅଭିଯୋଗ | ୧ ଲକ୍ଷ ନଗଦ ଟଙ୍କା ଓ ୯ ଲକ୍ଷ ର ଚେକ ପାଇବା ପରେ ଛାଡିଲେ |

କାକୁଡି ଚୋପା ଲିଭାଇବ ମୁହଁ ଦାଗ…

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button