ରାଜ୍ୟ
ଲଗାଣ ବର୍ଷା ଯୋଗୁ ଶିମିଳିପାଳ ବନ୍ଦ – Ibnodisha

[ad_1]
ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ଲାଗିରହିଛି । ଯାହାପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ମାଟି ଅତଡ଼ା ଖସି ଯାଉଥିବାରୁ ପର୍ଯ୍ୟଟକଙ୍କର ଗମନାଗମନ ବାଧାପ୍ରାପ୍ତ ହେଉଛି । ଏ ନେଇ ସୂଚନା ଦେଇଛନ୍ତି ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଲୋକ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ବର୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପାରଦ ତଳକୁ ଖସିଥିବାରୁ ମୟୂରଭଞ୍ଜରେ ଥଣ୍ଡା ଅନୁଭୂତ ହୋଇଛି ବୋଲି ସୂଚନା ମିଳିଛି ।
[ad_2]