ରାଜ୍ୟ

ବଜ୍ରାଘାତରେ ଜଣେ ଯୁବକ ମୃତ – Ibnodisha

[ad_1]

ମାଲକାନଗିରି : ବଜ୍ରାଘାତରେ ଜଣେ ଯୁବକ ମୃତ । ମାଲକାନଗିରି ଜିଲ୍ଳା କୋରୁକୋଣ୍ଡା ବ୍ଲକ ଗଙ୍ଗାପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ଜଣକ ହେଉଛନ୍ତି ସାବ୍ରି ମାଝୀ। ସାବ୍ରି ସକାଳୁ ଜଙ୍ଗଲକୁ କାମରେ ଯାଇଥିଲେ। ସେ ଜଙ୍ଗଲରୁ ଘରକୁକୁ ଫେରିବା ବେଳେ ରାସ୍ତାରେ ହଠାରତ୍‌ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ରାସ୍ତାରେ ଘରକୁ ଫେରିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ସାବ୍ରି। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ଷା ଛାଡ଼ିବା ପରେ ସ୍ଥାନୀୟ ଲୋକେ ଖବର ପାଇଥିଲେ। ତେବ ସଙ୍ଗେ ସଙ୍ଗେ ଗ୍ରାମବାସୀ ଗୁମା ପୁଲିସ ଜଣାଇ ଥିଲେ। ପୁଲିସ ଘଟଣା ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button