ଦେଶ

ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଇଡି – Ibnodisha

[ad_1]

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ମନା କରିବାର କିଛି ସମୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ଆଜି ସନ୍ଧ୍ୟାରେ ଇଡି ଏହି ଚଢ଼ାଉ କରିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚୁରା କରୁଥିବା ଜଣାପଡିଛି। କେଜ୍ରିୱାଲଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ସୌରଭ ଭରଦ୍ୱାଜ କହିଛନ୍ତି, କିଛି ସମୟ ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିବାର ସମ୍ଭାବନା ରହିଛି। ସେ କହିଛନ୍ତି, ବିଜେପି ଯୋଜନାବଦ୍ଧ ଭାବେ ନିର୍ବାଚନ ପୂର୍ବରୁ ଇଡିକୁ ବ୍ୟବହାର କରି କେଜ୍ରିୱାଲଙ୍କୁ ଗିରଫ କରିବାକୁ ଚାହୁଁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button