ଅପରାଧ

ଯୌତୁକ ଯୁଇରେ ଚାଲିଗଲା ଆଉ ଏକ ଜୀବନ – Ibnodisha

[ad_1]

ରାୟଗଡ଼ା : ଯୌତୁକ ପାଇଁ ବୋହୁକୁ ମାରିଦେଇଛନ୍ତି ଶାଶୁଘର ଲୋକେ। ଏନେଇ ଅଭିଯୋଗ ଆଣିଛନ୍ତି ଶାଶୁଘର ଲୋକେ । ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ବଡମସିଂ ଗ୍ରାମର ଜଣେ ବିବାହିତା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ଗଜପତି ଜିଲ୍ଲା ମାଣିକପୁର ଗ୍ରାମର ସମିଳା ଗମାଙ୍ଗ। ଯୌତୁକ ପାଇଁ ଶାଶୁ ଘର ଲୋକେ ମାରି ଦେଇଥିବା ସମିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୧ ମସି ହାରେ ସମିଳି ବଡମସିଂ ଗ୍ରାମର ଲୁକେଶକୁ ପ୍ରେମ ବିବାହ କରିଥିଲେ । ବିବାହ ପରଠୁ ଝିଅକୁ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିଲେ। ଏନେଇ ସମିଳା ପରିବାର ଲୋକଙ୍କୁ ଜଣାଇଥିଲେ। ଗତକାଲି ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସମିଳା ଜୀବନହାରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button