ରାଜନୀତି

ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ – Ibnodisha

[ad_1]

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି ମହତାବ । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଇସ୍ତଫା । ପ୍ରେସମିଟରେ ଇସ୍ତଫା ସୂଚନା ଦେଲେ ସାଂସଦ ଭର୍ତ୍ତୃହରି । କହିଲେ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି । ସେ ଦଳର ବିଭିନ୍ନ ପଦପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ଭର୍ତ୍ତୃହରି ।

ଏକାକୀ ଲଢ଼ିବ ବିଜେପି : ମନମୋହନ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button