IBN ଓଡ଼ିଶା ବ୍ୟୁରୋ

କାମଶକ୍ତି ବଢାଇବାକୁ ଚାହୁଁଥିଲେ ଖାଆନ୍ତୁ ଏହି ୩ଟି ଜିନିଷ! ଦୂର ହୋଇଯିବ ଯୌନ ସମସ୍ୟା

ପ୍ରାୟତଃ ଫିଟନେସ୍ ଏବଂ ଭଲ ସ୍ୱାସ୍ଥ୍ୟକୁ ନେଇ ପୁରୁଷମାନେ ବେସ୍ ସଜାଗ ହୋଇ ରହିଥାନ୍ତି। ଜିମ୍ ଯିବାଠାରୁ ଆରମ୍ଭ କରି ପୃଷ୍ଟିକର ଖାଦ୍ୟ ଖାଇବା ପର୍ଯ୍ୟନ୍ତ ସେମାନେ କେଉଁଥିରେ ବି ଅବହେଳା କରନ୍ତିନାହିଁ। ତେବେ, ସୁସ୍ଥ ଶରୀର ଏବଂ ଭଲ ସେକ୍ସ ଲାଇଫ ପାଇଁ କେତୋଟି ଘରୋଇ ଖାଦ୍ୟ ବେସ୍ ଉପଯୋଗୀ ଅଟେ।

Ghee

୧. ଦେଶୀ ଘିଅ:- ପ୍ରାୟ ସମସ୍ତଙ୍କ ଘରେ ଦେଶୀ ଘିଅ ଉପଲବ୍ଧ ହୋଇ ରହିଥାଏ। ଏଥିରେ ଭଲ ଫ୍ୟାଟ ରହିଥାଏ ଯାହାକି ଶରୀର ପାଇଁ ବେସ୍ ଉପଯୋଗୀ ହୋଇଥାଏ। ଏହା ବ୍ୟତୀତ ଏଥିରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ରହିଥାଏ ଯାହାକି ପୁରୁଷଙ୍କ ଯୌନ ଶକ୍ତି ବଢାଇବାରେ ବେସ୍ ସହାୟକ ସାବ୍ୟସ୍ତ ହୋଇଥାଏ।

Banana

୨. କଦଳୀ:- କଦଳୀ ଶରୀର ପାଇଁ ବେସ୍ ଉପଯୋଗୀ ହୋଇଥାଏ। ଏଥିରେ ଭିଟାମିନ ସହିତ ପୋଟାସିୟମ୍ ଏବଂ ଫାଇବର୍ ରହିଥାଏ। ଏହା ଶରୀରରେ ଏନଜାଇମ୍ ଲିବିଡୋ ବଢାଇଥାଏ ଯାହାକି ପୌରୁଷ ଶକ୍ତି ବଢାଇବାରେ ସହାୟକ ହୋଇଥାଏ। ଦିନକୁ କ୍ଷୀର ସହିତ ଦୁଇଟି କଦଳୀ ଖାଇବା ଶରୀର ପାଇଁ ବେସ୍ ଉପଯୋଗୀ ଅଟେ।

Chana

୩. ଚଣା ଏକ ଏଭଳି ଜିନିଷ ଯାହାକି ସାଧାରଣତଃ ପ୍ରତ୍ୟେକ ଘରେ ସହଜରେ ମିଳିଯାଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଦୁର୍ବଳତା ଆସିନଥାଏ। ଏହା ବ୍ୟତୀତ ପୁରୁଷତ୍ୱ ବଢାଇବା ପାଇଁ ଏହାକୁ ପ୍ରତିଦିନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button