IBN ଓଡ଼ିଶା ବ୍ୟୁରୋ

ରିସର୍ଚ୍ଚରୁ ବଡ଼ ଖୁଲାସା: ଲିପଷ୍ଟିକରେ ରହିଛି କ୍ୟାନ୍ସର ତତ୍ତ୍ୱ, ଲଗାଇବା ଦ୍ୱାରା ମହିଳା ହେଉଛନ୍ତି ନିସନ୍ତାନ, ଜାଣନ୍ତୁ ପୁରା ଖବର

ବର୍ତ୍ତମାନର ସମୟରେ ସବୁଠୁ ଅଧିକ ଡିମାଣ୍ଡ ଯଦି କେଉଁ ଜିନିଷର ଥାଏ ତାହା ହେଉଛି କସମେଟିକ୍ସ । ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ କ୍ଷେତ୍ରରେ ଏହାର ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ । ଆମେ ଅନେକ ସମୟରେ ସମାଜରେ ଚାଲିଥିବା ଏହି ସୌନ୍ଦର୍ଯ୍ୟର ପ୍ରତିଯୋଗିତାରେ ଭାଗ ନେବାକୁ ଯାଇ ବିନା କୌଣସି ପ୍ରଶ୍ନରେ ଅନେକ କସମେଟିକ ପ୍ରଡକ୍ଟ୍ କୁ ଆପଣେଇ ନେଇଥାଏ ।

ଗଞ୍ଜାମ

କଣ ଆପଣ ଜାଣନ୍ତି କି ଦୈନନ୍ଦିନ ଜୀବନରେ ଏହି କସମେଟିକ ପ୍ରଡକ୍ଟ ଗୁଡ଼ିକର ବ୍ୟବହାର ଆମକୁ କ୍ୟାନ୍ସର ମୁଖରେ ପକାଇ ପାରେ । ଆମେ ବ୍ୟବହାର କରୁଥିବା ଅନେକ ସମୟରେ ଜିନିଷ ପ୍ରାୟ ରାସାୟନିକ ପଦାର୍ଥରୁ ହିଁ ପ୍ରସ୍ତୁତ କରା ଯାଇଥାଏ । ଏହି ରାସାୟନିକ ପଦାର୍ଥ ମଧ୍ୟରୁ ଆମେ ପିଏଫଏସ୍ ବା ପରଫଲୁରୋଆଲକାଇଲ୍ ଏବଂ ପଲିଫ୍ଲୁରୋ ଆଲକାଇଲ୍ କୁ ବହୁଳ ମାତ୍ରାରେ ବ୍ୟବହାର କରିଥାଉ ।

ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ବଡ଼ି ଲୋସନ୍ , ସନ୍ ସ୍କ୍ରିନ୍ , ଲିପଷ୍ଟିକ୍ , ନେଲ୍ ପଲିସ , ଫାଉଣ୍ଡେସନ  , ମସ୍କରା ଇତ୍ୟାଦିରେ ପିଏଫଏସ୍ ଅଧିକ ମାତ୍ରାରେ ରହିଥାଏ ।

Lipstick

ଯେଉଁଥି ପାଇଁ ଏଥିରେ ପାଣିର ବିଶେଷ ପ୍ରଭାବ ରହି ନ ଥାଏ । ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଏହି ସବୁ ପଦାର୍ଥର ବ୍ୟବହାର ଦ୍ୱାରା ଶରୀରରେ କ୍ୟାନ୍ସରର ଲକ୍ଷଣ ଦେଖା ଦେଇଥାଏ ।

କେବଳ ସେତିକି ନୁହେଁ ସର୍ପ୍ , ସାବୁନ୍ , ବିଭିନ୍ନ ପ୍ୟାକିଂ ଖାଦ୍ୟ ମଧ୍ୟ ଆମ  ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ବର୍ତ୍ତମାନ ସମୟରେ ଏହି ସବୁ ଜିନିଷର ବହୁଳ ମାତ୍ରାରେ ବ୍ୟବହାର ହେତୁ ମଧୁମେହ , ଉଚ୍ଚ ରକ୍ତଚାପ  , କ୍ୟାନ୍ସର , ହାର୍ଟ ଆଟାକ ଇତ୍ୟାଦି ରୋଗ ଦେଖିବାକୁ ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button