ଦେଶ

ମହାକାଳେଶ୍ବର ମନ୍ଦିର ଗର୍ଭଗୃ‌ହରେ ଅଗ୍ନିକାଣ୍ଡ – Ibnodisha

[ad_1]

ମଧ୍ୟପ୍ରଦେଶର ଉଜୈନ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୧୩ ଜଣ ପୁଜାରୀ ଆହତ ହୋଇଛନ୍ତି। ଏ ନେଇ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଖବର ପ୍ରକାଶ କରିଛି।

ହୋଲି ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭସ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜିଲ୍ଲାପାଳ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଖବର ଦେଇଛନ୍ତି। ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button