IBN ଓଡ଼ିଶା ବ୍ୟୁରୋ

ସଂଜୀବନି ଭଳି କାମ କରିଥାଏ କଳା ଗାଜର! ପୁରୁଷଙ୍କ ଶରୀରରେ ଶୁକ୍ରାଣୁ ବୃଦ୍ଧି କରିବା ସହିତ ନିୟନ୍ତ୍ରଣ କରିଥାଏ କୋଲେଷ୍ଟ୍ରଲ୍, ଜାଣନ୍ତୁ ପୂରା ଖବର

ଗାଜର ଭଳି ଏକ ପରିବାରେ ଭିଟାମିନ ଭିଟାମିନ୍ ଏ, ବି, ସି,ଡି,ଇ, ଜି ଏବଂ କେ ରହିଥାଏ। ଏକ ଗ୍ଲାସ୍ ଗାଜରର ରସ ଗୋଟିଏ ମିଲ୍ ସହିତ ସମାନ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଏହା ବ୍ୟତୀତ ଗାଜର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ବିଭିନ୍ନ ପ୍ରକାର ରୋଗଠାରୁ ମଧ୍ୟ ରକ୍ଷା ମିଳିଥାଏ।

Carrot

– କଳା ଗାଜର ଖାଇବା ଦ୍ୱାରା ପୁରୁଷମାନଙ୍କର ଶୁକ୍ରାଣୁ ବୃଦ୍ଧି ହୋଇଥାଏ ଯାହାଫଳରେ ସେମାନଙ୍କ ଠାରେ ନପୁଂସକତା ଭଳି ସମସ୍ୟା ହେବାର କମ୍ ଆଶଙ୍କା ରହିଥାଏ।

Sperm count

– ପ୍ରତିଦିନ ରାତିରେ ଏହି ଗାଜର ରସ ପିଇବା ଦ୍ୱାରା ରକ୍ତ ସଫା ରହିବା ସହିତ ଶରୀରରେ କୋଲେଷ୍ଟ୍ରୋଲ୍ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ।

Cholestrol

– ଗାଜରରେ ବିଟା କେରୋଟିନ ଭଳି ତତ୍ତ୍ୱ ରହିଥିବା ହେତୁ ଏହାକୁ ବ୍ୟବହାର କରିଲେ ଆଖି ସମସ୍ୟା ଦେଖା ଦେଇନଥାଏ।

Eye problem

– ଗାଜରରେ ଥିବା ପୋଟାସିୟମ ଯୋଗୁଁ ବ୍ଲଡପ୍ରେସର ନିୟନ୍ତ୍ରିତ ହୋଇ ରହିଥାଏ। ଏହା ବ୍ୟତୀତ ହାର୍ଟର ସ୍ୱାସ୍ଥ୍ୟ ପାଇଁ ଗାଜର ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

Diabetes

– ନିୟମିତ ଭାବରେ ଗାଜର ଖାଇବା ଦ୍ୱାରା ଆପଣ କ୍ୟାନ୍ସର୍ ଏବଂ ମଧୁମେହ ଭଳି ମାରାତ୍ମକ ରୋଗ ଠାରୁ ମଧ୍ୟ ଦୂରେଇ ରହିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button