IBN ଓଡ଼ିଶା ବ୍ୟୁରୋ

କେଉଁ ଜିନିଷର ଦୁର୍ଗନ୍ଧ କୁ ଭୟ କରିଥାଏ ସାପ – Ibnodisha

[ad_1]

ସାପ ଶବ୍ଦଟି ଶୁଣିବା ମାତ୍ରକେ ମନରେ ଭୟ ଆସିଥାଏ l ଏହି ଜୀବଟି ଠାରୁ ପ୍ରାୟ ସମସ୍ତେ ଦୂରରେ ରହିବାକୁ ଚାହିଁଥାଉ l ଏମିତି ରେ ସାପ ଅଚାନକ କାହାର ଅନିଷ୍ଟ କରିବାକୁ ଚାହିଁ ନଥାଏ, କିନ୍ତୁ ନିଜର ଆତ୍ମରକ୍ଷା ପାଇଁ ହତିଆର ଭାବରେ ବିଷାକ୍ତ ଜହର କୁ ବ୍ୟବହାର କରିଥାଏ ଏପରି ଭାବରେ ସାପ ଗୋଟିଏ ଭୟାନକ ଜୀବ ଭାବରେ ଜଣାଶୁଣା ଅଟେ l

କଣ ଦୁନିଆରେ ଏଭଳି କୌଣସି ଜିନିଷ ଅଛି ଯାହାର ଗନ୍ଧ ଦ୍ୱାରା ସାପ କୁ ସହଜରେ ଘରୁ ବାହାରକରି ହେବ l ଆସନ୍ତୁ ଆଜି ସେଭଳି ଗୋଟିଏ ଜିନିଷ ବିଷୟରେ ଜାଣିବା, ଯାହାର ଗନ୍ଧ ସାପ କୁ ଭଗାଇବାରେ ସାହାଯ୍ୟ କରିଥାଏ l

ଏଭଳି ୧୪ ଟି ଜିନିଷ ଅଛି ଯାହାର ଦୁର୍ଗନ୍ଧ ସାପ ବରଦାସ୍ତ କରି ପାରନ୍ତିନାହିଁ l ସେହି ଜିନିଷ ଗୁଡିକ ହେଲା – କିରାସିନ ସର୍ବ ପ୍ରଥମ ଜିନିଷ ଯାହାର ଦୁର୍ଗନ୍ଧ ଆଦୌ  ସାପ ସହି ପାରିନଥାଏ l ଏହାଛଡା ପିଆଜ ରସୁଣ ପ୍ରମୁଖ ଅଟେ l ଏବଂ ପୁଦିନା, ଲବଙ୍ଗ ତେଲ, ତୁଳସୀ ଅର୍କ, ଡ଼ାଲିଚୀନୀ ଅର୍କ, ଭିନେଗାର, ଲେମ୍ବୁ ର ଧୂଆଁ, ଏହିସବୁ ଜିନିଷର ଦୁର୍ଗନ୍ଧ ସାପ କୁ ଅଣନିଶ୍ୱାସୀ କରିଦେଇ ଥାଏ l ଯେଉଁ କାରଣରୁ ସାପ ର ବଂଚିବା ମଧ୍ୟ ବେଳେବେଳେ କଷ୍ଟ ଦାୟକ ହୋଇଯାଇ ଥାଏ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button