ଅପରାଧ

ଦୋକାନୀଙ୍କ ମୁହଁରେ ସ୍ପ୍ରେ ମାରି ଟଙ୍କା ଲୁଟି ନେଲେ ଦୁର୍ବୁତ – Ibnodisha

[ad_1]

କଟକ : ରାଜ୍ୟର ଅଧିକାଂଶ ସ୍ଥାନରେ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ଶୁକ୍ରବାର କଟକ ସଦର ଥାନା ଗୋପାଳପୁର ଅଂଚଳରେ ଆଉ ଏକ ଲୁଟର ଖବର ସାମ୍ନାକୁ ଆସିଛି । ମଟନ ନେବା ବାହାନାରେ ଜଣେ ଦୁର୍ବୁତ ମଟନ ଦୋକାନୀଙ୍କ ମୁହଁରେ ସ୍ପ୍ରେ କରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button