ରାଜ୍ୟ

ଓଡ଼ିଶାରୁ ଆଉ ୩ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି – Ibnodisha

[ad_1]

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଶନିବାର ନିଜର ପ୍ରାର୍ଥୀଙ୍କ ଅଷ୍ଟମ ତାଲିକା ପ୍ରକାଶ କରିଛି । ବିଜେପିର ଏହି ପ୍ରାର୍ଥୀ ତାଲିକାରେ ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କେବଳ ଓଡ଼ିଶା ପାଇଁ ୩ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
୧) କଟକ – ଭର୍ତ୍ତୃହରି ମହତାବ
୨) ଯାଜପୁର – ରବିନ୍ଦ୍ର ନାରାୟଣ ବେହେରା
୩) କନ୍ଧମାଳ – ସୁକାନ୍ତ କୁମାର ପାଣିଗ୍ରାହୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button