ରାଜନୀତି

ଜାଣନ୍ତୁ ଓଡ଼ିଶା ବିଜେପିର ୨୧ ଲୋକସଭା ଆସନ ପାଇଁ କିଏ କେଉଁଠୁ ଲଢ଼ୁଛନ୍ତି…. – Ibnodisha

[ad_1]

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ଶନିବାର ଓଡ଼ିଶାର ୩ଟି ଲୋକସଭା କ୍ଷେତ୍ର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ଏହାକୁ ମିଶାଇ ମୋଟ ୨୧ଟି ଲୋକସଭା ସିଟ୍ ଘୋଷଣା କରିଛି ବିଜେପି । ଜାଣନ୍ତୁ କିଏ କିଉଁ ଆସନରୁ ଲଢୁଛନ୍ତି । ସମ୍ପୂର୍ଣ୍ଣ ତାଲିକା ନିମ୍ନରେ ଦିଆଗଲା….
୧) ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ
୨) ଭୁବନେଶ୍ୱର- ଅପରାଜିତା ଷଡ଼ଙ୍ଗୀ
୩) ପୁରୀ- ସମ୍ବିତ ପାତ୍ର
୪) କେନ୍ଦ୍ରାପଡ଼ା- ବୈଜୟନ୍ତ, ପଣ୍ଡା
୫) ବାଲେଶ୍ୱର- ପ୍ରତାପ ଷଡ଼ଙ୍ଗୀ
୬) ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ
୭) କେନ୍ଦୁଝର- ଅନନ୍ତ ନାଏକ
୮) ଭଦ୍ରକ- ଅଭିମନ୍ୟୁ ସେଠୀ
୯) ଢଙ୍କାନାଳ- ରୁଦ୍ର ନାରାୟଣ ପାଣି
୧୦) ନବରଙ୍ଗପୁର- ବଳଭଦ୍ର ମାଝୀ
୧୧)ଜଗତସିଂହପୁର- ବିଭୁ ପ୍ରସାଦ ତରାଇ
୧୨) ଆସ୍କା- ଅନିତା ଶୁଭଦର୍ଶିନୀ
୧୩) ବରଗଡ- ପ୍ରଦୀପ ପୁରୋହିତ
୧୪) ମୟୂରଭଞ୍ଜ- ନବ ଚରଣ ମାଝୀ
୧୫) କଳାହାଣ୍ଡି -ମାଳବିକା କେଶରୀ ଦେଓ
୧୬)କୋରାପୁଟ- କାଲେରାମ ମାଝୀ
୧୭) ସୁନ୍ଦରଗଡ଼- ଜୁଏଲ୍ ଓରାମ
୧୮) ବଲାଙ୍ଗୀର-ସଙ୍ଗୀତା ସିଂହଦେଓ
୧୯)କଟକ – ଭର୍ତ୍ତୃହରି ମହତାବ
୨୦) ଯାଜପୁର – ରବିନ୍ଦ୍ର ନାରାୟଣ ବେହେରା
୨୧) କନ୍ଧମାଳ – ସୁକାନ୍ତ କୁମାର ପାଣିଗ୍ରାହୀ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button