ରାଜନୀତି
ପରିକ୍ରମା ପ୍ରକଳ୍ପ : ଯିବେନି ନରସିଂହ – Ibnodisha

[ad_1]
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେବନି ନରସିଂହ ମିଶ୍ର । ଯୋଗ ଦେବନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯୋଗ ନଦେବା ନେଇ ମିଡିଆକୁ କାରଣ ଦର୍ଶାଇଲେ ନରସିଂହ । ମୁଁ ବଲାଙ୍ଗିରରେ ଥିବା ବେଳେ ମୋ ଭୁବନେଶ୍ୱର ଘରେ ଦେଇଛନ୍ତି ନିମନ୍ତ୍ରଣ ପତ୍ର । ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବାରୁ ମୁଁ ଯିବିନି କହିଲ ନରସିଂହ ମିଶ୍ର ।
ମା’ ସହ କଳି କରି ପୁଅର ଆତ୍ମହତ୍ୟା !
[ad_2]