ରାଜନୀତି
ପଦ୍ମ ଧରିବେ ରାଜୁ ଦାସ – Ibnodisha

[ad_1]
ଭୁବନେଶ୍ୱର : ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପଦ୍ମ ଧରିବେ । ଆସନ୍ତା ୪ ତାରିଖରେ ବିଜେପିରେ ଯୋଗଦେବେ କହିଲେ ରାଜୁ । ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ । ଅବନ୍ତୀ ଦାସଙ୍କୁ ବିଜେଡି ପ୍ରର୍ଥୀ କରିବାକୁ ବିଦ୍ରୋହୀ ସାଜିଥିଲେ । ପରେ ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ, ବିଜେଡି ନିଲମ୍ବିତ କରିଥିôଲା ।
ବିଜେଡିରେ ଘଳିଆ ପଡିଛି : ପ୍ରଶାନ୍ତ
[ad_2]




