IBN ଓଡ଼ିଶା ବ୍ୟୁରୋ

ଥରେ ଏହାକୁ ଦେଖିଲେ ଜୀବନରେ କେବେ ‘ରାଗ’ ଆସିବ ନାହିଁ

ଆଜି ଆମେ ଏକ କାହାଣୀ ମାଧ୍ୟମରେ କହିବା କି ଏହା ହେଉଛି ଏକ ଛୋଟ ପିଲାର କାହାଣୀ ସେ ଯେତେବେଳେ ପିଲା ଟି ଛୋଟ ଥିଲା ତାକୁ ସବୁ କଥାରେ ରାଗ ଲାଗୁ ଥିଲା । ସେ ସବୁ ବେଳେ ରାଗି ଯାଉ ଥିଲା କିଛି ଦିନ ଗଲା ପରେ ସେ ବଡ ହେବାକୁ ଲାଗିଲା ମାତ୍ର ଯେତେ ବୁଝାଇଲେ ମଧ୍ୟ ତାର ରାଗିବା ଅପ୍ରକୃତି ଗଲାନି । ଦିନେ ତା ବାପା ତାକୁ ଡାକିକି ଏକ ଉପାୟ କହିଲେ ।

ସେ କହିଲେ କି ତୁମେ ଏକ କାମ କର ଯେତେବେଳେ ଭି ତୁମକକୁ ଲାଗିବ କି ତୁମେ ରାଗୁଛ ସେତେବେଳେ ତୁମେ ଏକ କାମ କରିବ କାନ୍ଥରେ ଏକ କଣ୍ଟା ପିଟିବା ଆରମ୍ଭ କରିବେ । ଏହା ପରେ ସେ କହିଲେ କି ଯେଉଁ ଦିନ ତୁମକୁ ଲାଗିବାକି ତୁମେ ନିଜ ରାଗ ଉପରେ ନିୟନ୍ତ୍ରଣ କରି ପାରିବେ ତେବେ ତୁମେ ଏକ କାମ କରିବ ତୁମେ ନିଜ ଦ୍ଵାରା ମାରିଥିବା ସବୁ କଣ୍ଟାକୁ କାଢିକି ଏହାକୁ ରଖି ଦେବ ।

ଏହା ପରେ ଦିନେ ସି ପିଲାକୁ ଲାଗିଲା କି ସେ ନିଜ ରାଗକୁ ନିୟନ୍ତ୍ରିତ କରି ପାରୁଛି ତେବେ ସେ ମରିଥିବା ଅସବୁ କଣ୍ଟାକୁ କାଢିବା ପାଇଁ ଲାଗିଲା । ଧୀରେ ଧୀରେ ସେ ସବୁ କଣ୍ଟାକୁ କାଢିବା ରେ ସକ୍ଷମ ହୋଇ ଗଲା । ଏହାର କିଛି ଦିନ ପରେ ତା ବାପା ତାକୁ ନେଇକି ସେଇ ଜାଗାକୁ ଗଲେ ।

ଦେଖାଇଲେ ଓ କହିଲେ କି ଦେଖ ତୁମେ ରାଗିକି ମାରିଥିବା ସବୁ ଜାଗାକୁ ଦେଖା ଯେଉଁ ଭଳି ଭାବେ ସବୁ ଜାଗାରେ କଣ୍ଟାର ଚିହ୍ନ ମାନ ଅଛି ସେଇ ଭାବେ ଆମେ ଯାହାକୁଭି କିଛି କହି ଦେଇ ଥାଉ ରାଗିକି ଏହା ଆମ ପାଇଁ କିଛି ମାନ ନ ରଖିଲେ ଭି । ଏହା ଆମର ସାମନାରେ ଥିବା ଲୋକଙ୍କ ମନକୁ ଆଘାତ କରି ଦେଇଥାଏ ।

ଆଜି ଆମେ କହିବା କି ଯେଉଁ ଭଳି ଭାବେ ଆମେ ଅଫିସରେ କିଛି କାମ କରିବା ବେଳେ କିଛି ଅସୁବିଧା ହୋଇଥିଲେ ତା ପାଇଁ ଆମକୁ ଦୋଷ ଦିଆ ଯାଇଥାଏ ଓ ଏହା ମଧ୍ୟ କୁହାଯାଇ ଥାଏ କି ଏହା ଆମ ଦୋଷ । ମାତ୍ର ସେହି ସମୟରେ ଆମେ କିଛି କହି ନଥାଉ କିନ୍ତୁ ଏହା ଆମ ମନରେ ଥାଏ ।

ଯେତେବେଳେ ଆମେ ଘରକୁ ଆସିଥାଉ ଓ ନିଜ ପରିବାର ଉପରେ ଆମେ ରାଗି ଥାଉ କିଛି ଦୋଷ ନତହଇକି ମଧ୍ୟ ତେବେ ଏହା ଆମର ଭୁଲ ଥାଏ । କୁହାଯାଏ କି ଏହା ଆମ ପାଇଁ ଅନ୍ୟ ମାନଙ୍କ ମନ ପ୍ରତି ଏକ ପ୍ରହାର ଥାଏ ଆମେ ଭୁଲ ମାଗିଲେ ଏହା ଆମ ମନରୁ ଚାଲି ଯାଇ ଥାଏ ।

କିନ୍ତୁ ଏହା ସେମାନଙ୍କ ମନରେ ଏହି ଭଳି ଗାତା କାରୀ ଦେଇ ଥାଏ ଯାହାକୁ ଆମେ ଆଗ ଭଳି କରି ପାରିବା ନାଇ । ଯେଉଁ ଭଳି କଣ୍ଟା ମରା ଯାଇଥିବା କାନ୍ଥ କୁ ଆମେ ଆଗ ଭଳି ଠିକ କରି ପାରିବାନି ସେଇ ଭଳି ଆମେ ଏହାକୁ ମଧ୍ୟ ଠିକ କରି ପାରିବାନି । ତେଣୁ ନିଜ ରାଗକୁ ଆମ ଭିତରେ ରଖିବା ଓ କିମ୍ବା ରାଗ ନ ଆସିବାକୁ ଦେବା ଆମ ଉପରେ ନିର୍ଭର କରିଥାଏ । ତେବେ ନିଜକୁ ନିୟନ୍ତ୍ରଣ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button