IBN ଓଡ଼ିଶା ବ୍ୟୁରୋ

ହାତରେ ଏହି ଚିହ୍ନ ଅଛି କି, ଖୁବ ଶୀଘ୍ର ହେବେ ଭାଗ୍ଯବାନ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆମର ଜନ୍ମ ରୁ ଆମ ମାନଙ୍କ ହାତରେ ଏମିତି ବହୁତ ଗୁଡିଏ ରେଖା ଅଙ୍କା ହୋଇ ଆସି ଥାଏ । ତେବେ ସେମିତି ବେଳେ ଆପଣ ମାନେ ସେହି ସବୁ ରେଖା କୁ ଦେଖି ବିଭିନ୍ନ କଥା ବିଷୟ ରେ ଭାବନ୍ତି । ସେମିତି ରେ ବହୁତ ଲୋକ ମାନେ ରହିଛନ୍ତି । ଯେଉଁ ମାନଙ୍କ ହାତରେ A ଚିହ୍ନ ଭଳି ରେଖା ରହିଥାଏ । ତେବେ ସେମାନେ ଏହାର ଅର୍ଥ ସଠିକ୍ ଭାବେ ଜାଣି ପାରନ୍ତି ନାହିଁ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହୁଁବୁ ।

ଏହି A ଅକ୍ଷର ର ଚିହ୍ନ ରହି ଥିବା ଲୋକ ମାନଙ୍କ ସବୁ ବେଳେ କିଛି ଅଲଗା ପ୍ରକାରର ଲୋକ ହୋଇ ଥାନ୍ତି ଏମାନଙ୍କ ଠାରୁ ସବୁ ବେଳେ ଦୁଖଃ ଏବଂ ବେଦନ ଦୂରେଇ ରହି ଥାଏ । ଏମାନେ ସବୁ ବେଳେ ନିଜ ଜିବନ କୁ ଖୁବ ଆନନ୍ଦ ର ସହିତ ଉପଭୋଗ କରନ୍ତି । ଏହି ରେଖା କେବେ ବି ସମସ୍ତ ଙ୍କ ହାତରେ ରହି ନ ଥାଏ ଏହି ରେଖା କୈଣସି କୈଣସି ଲୋକ ମାନଙ୍କର ହାତ ରେ ହିଁ ରହି ଥାଏ ।

 

ତେବେ ଆପଣ ମାନେ ଜଣେ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବେ ପରିଚିତ ଅଟନ୍ତି । ଏବଂ ଆପଣ ମାନଙ୍କ ଜିବନ ସଂମ୍ପର୍ଣ୍ଣ ଭାବେ ଅଲଗା ପ୍ରକାରର ଅଟେ । ଏମାନେ ସବୁ ସମୟ ରେ ବହୁତ ପରିମାଣ ରେ ଲକି ହୋଇ ଥାନ୍ତି । ଏବଂ ଏମାନେ ସବୁ ସମୟ ରେ ଯେକୈଣସି ବି କାର୍ଯ୍ୟ ରେ ହାତ ଦିଅନ୍ତି ସେମାନେ ସବୁ ସମୟ ରେ ସଫଳତା ହିଁ ହାତରେ ଲଗୀାଇ ଥାନ୍ତି ।

ଏମାନଙ୍କର ସିକ୍ସଷ୍ଟେମ୍ସ ବହୁତ ଅଟେ ଆପଣ ମାନେ ଏମାନଙ୍କ ପାଖରେ ଟିକିଏ ବି ମିଛ କହି ପାରିବେ ନାହିଁ ସବୁ କିଛି ଜାଣି ପାରିବେ । ଏମାନେ ସବୁ ସମୟ ରେ ଅନ୍ୟ କୁ ସାହାଯ୍ୟ କରିବା ସହିତ ସେମାନେ ନିଜର କେରିଅ କୁ ବହୁତ ଭଳ ଭାବେ ଗଢିବା ପାଇଁ ପ୍ରଚେଷ୍ଟା କରନ୍ତି ।

ଏହି ରେଖା ରହି ଥିବା ଲୋକ ମାନେ ବହୁତ ଭାଗ୍ୟଶାଳୀ ହୋଇ ଥାନ୍ତି । ଏମାନେ ସମୟ ସମୟ ରେ ନିଜର ହିଁ ଲିଡର ସିପ୍ ଦେଖେଇ ଥାନ୍ତି । ଏବଂ ଏମାନେ କର୍ମ କ୍ଷେତ୍ର ରେ ବହୁତ ଗମ୍ଭୀର ଭାବେ କାର୍ଯ୍ୟ କରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button