Jyotish Shastra- ୪୯୯ ବର୍ଷ ପରେ ହୋଲି (୨୯ ମାର୍ଚ୍ଚ ୨୦୨୧) ରେ ବନୁଛି ମହାସଂଯୋଗ, ଏହି ୪ ଟି ରାଶିରେ ୨୦୦ % ଲାଗିବ ଲଟେରୀ

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ବର୍ତ୍ତମାନ ଫାଲ୍ଗୁନ ମାସ ଚାଲିଛି । ଏହି ମାସରେ ଦୁଇଟି ବଡ ପର୍ବ ଆସିଥାଏ । ପ୍ରଥମ ପର୍ବଟି ହେଉଛି ମହାଶିବରାତ୍ରି ଓ ଦୁତୀୟ ପର୍ବଟି ହେଉଛି ହୋଲି ।
ମହାଶିବରାତ୍ରି ଶେଷ ହୋଇସାରିଛି ଓ ବର୍ତ୍ତମାନ ଆସିବାକୁ ଯାଉଛି ହୋଲି । ବନ୍ଧୁଗଣ ଏହି ବର୍ଷ ହୋଲି ୨୮ ମାର୍ଚ୍ଚରେ ପଡିବାକୁ ଯାଉଛି । ହେଲେ ବନ୍ଧୁଗଣ ଏହି ବର୍ଷ ଆସୁଥିବା ହୋଲି ବହୁତ ଶୁଭ ହେବାକୁ ଯାଉଛି ।
କାରଣ ଏହି ବର୍ଷ ହୋଲିରେ ୪୯୯ ବର୍ଷ ପରେ ଏକ ବଡ ଦୁର୍ଲଭ ସଂଯୋଗ ହେବାକୁ ଯାଉଛି । ଯାହାଫଳରେ କିଛି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ ।
ତୁଳା ରାଶି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ତୁଳା ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ହୋଲିରେ ହେବାକୁ ଯାଉଥିବା ମହା ସଂଯୋଗ ଦ୍ଵାରା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏହି ସଂଯୋଗ ଦ୍ଵାରା ବ୍ୟକ୍ତି ମାନଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ । ଆପଣ ମାନେ ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି କରିବେ । ବୈବାହିକ ଜୀବନରେ ହେଉଥିବା ସମସ୍ତ ବାଧା ଦୂର ହେବାକୁ ଯାଉଛି । ଆଗାମୀ ସମୟରେ ଆପଣ ମାନଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି ।
କନ୍ୟା ରାଶି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ହୋଲିରେ ହେବାକୁ ଯାଉଥିବା ମହା ସଂଯୋଗ ଦ୍ଵାରା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆପଣ ମାନଙ୍କୁ ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଅର୍ଥ ସହ ଜଡିତ ଆପଣଙ୍କ ସମସ୍ତ ସମସ୍ଯା ଦୂର ହେବାକୁ ଯାଉଛି । ସନ୍ତାନ ପକ୍ଷରୁ ଆପଣ ମାନଙ୍କୁ ଖୁସି ଖବର ମିଳିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳତା ପାଇବେ ।
ବୃଷ ରାଶି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ହୋଲିରେ ହେବାକୁ ଯାଉଥିବା ମହା ସଂଯୋଗ ଦ୍ଵାରା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ହୋଲି ପରଠାରୁ ଆପଣଙ୍କର ସମସ୍ତ ଅଧୁରା କାର୍ଯ୍ୟ ପୂରଣ ହେବାକୁ ଯାଉଛି । ଆପଣଙ୍କୁ ଏକ ବଡ ଖୁସି ଖବର ମିଳିବ ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ । ବ୍ୟାପାର କ୍ଷେତ୍ରରେ ଆପଣ ମାନେ ପ୍ରଚୁର ଧନଲାଭ କରିବେ । ପାରିବାରିକ କଳହ ଶେଷ ହେବାକୁ ଯାଉଛି ଓ ଆପଣଙ୍କ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ଭରିବାକୁ ଯାଉଛି ।
ସିଂହ ରାଶି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ । ଆସୁଥିବା ହୋଲିରେ ହେବାକୁ ଯାଉଥିବା ମହା ସଂଯୋଗ ଦ୍ଵାରା ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ଆପଣଙ୍କ ଦ୍ଵାରା ହୋଇଥିବା ଯୋଜନା ସଫଳ ହେବ । ବ୍ୟାପାର କ୍ଷେତ୍ରରେ ଆପଣ ବିଦେଶ ଯାତ୍ରା କରିବାକୁ ଯାଇପାରନ୍ତି । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଜୀବନସାଥୀ ସହ ଆପଣ କିଛି ଭଲ ସମୟ ଅତିବାହିତ କରିବେ ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ ଓ ଆପଣଙ୍କ ଆଗାମୀ ଜୀବନ ସୁଖମୟ ହେବ ।