ରାଜ୍ୟ

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସୂଚନା, ଏପ୍ରିଲ ୮ରୁ ହେବ ସକାଳୁଆ ଅଦାଲତ – Ibnodisha

[ad_1]

କଟକ: ରାଜ୍ୟର ସମସ୍ତ ଜିଲା ଓ ନିମ୍ନ ଅଦାଲତଗୁଡିକ ଏପ୍ରିଲ ୮ରୁ ସକାଳୁଆ ଚାଲିବ। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଦାଲତ ଖୋଲା ରହିବ। ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ।

ଖରାଦିନ ଛୁଟି ପର୍ଯ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ ଅନ୍ୟ ସବୁ କୋର୍ଟରେ ସକାଳ ୭.୩୦ରୁ ୧୨. ୩୦ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ପରିଚାଳନା ହେବା ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିଜେପିରେ ମିଶିଲେ ଆକାଶ ଦାସ ନାୟକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button